ଓଡ଼ିଆ ଆକ୍ଟର ରବି ମିଶ୍ର ଙ୍କ ର ସମ୍ପତି ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ  ଓଡ଼ିଆ ଆକ୍ଟର ରବି ମିଶ୍ର ଙ୍କ ର ସମ୍ପତି ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଓଡ଼ିଆ ଆକ୍ଟର ରବି ମିଶ୍ର ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ତାଙ୍କ ଆକ୍ଟିଙ୍ଗ ଅତ୍ୟନ୍ତ ମନମୁଗ୍ଧ କର ଏବଂ ତାଙ୍କ ଆକ୍ଟିଙ୍ଗ ଦେଖିବାକୁ ଲୋକ ମାନଙ୍କର ଭିଡ ଲାଗେ । ତେବେ ରବି ମିଶ୍ର ଓଡିଆ ଚଳଚ୍ଚିତ୍ର, ଟେଲିଭିଜନ୍ ସିରିଏଲ୍ ଏବଂ ପ୍ରେକ୍ଷାଳୟରେ ଆକ୍ଟିଙ୍ଗ ର ପାରଦର୍ଶିତା ପ୍ରତିପାଦନ କରିଥିଲେ |  ସେ ତାଙ୍କର କମେଡି ଚରିତ୍ର ପାଇଁ ଜଣାଶୁଣା | 

 

ମିଶ୍ର ଅନେକ ଟିଭି ଧାରାବାହିକ ଏବଂ ଚଳଚ୍ଚିତ୍ରରେ ନକାରାତ୍ମକ ଠାରୁ ଚଲଚିତ୍ର କଳାକାର ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ 1994 ରେ ଡିଡି ଓଡିଆରେ ପ୍ରସାରିତ ଏକ ଟିଭି ଧାରାବାହିକରେ ଗୋପାଳ ଭଣ୍ଡାର ଚରିତ୍ର ତାଙ୍କୁ ଲୋକପ୍ରିୟତା ଦେଇଥିଲା ।  ସେ 1979 ରେ ଓଡିଆ ଚଳଚ୍ଚିତ୍ର ରାମାୟଣରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ ଯେଉଁଠାରେ ସେ ସୁଗ୍ରିବ ଙ୍କ ଚରିତ୍ରରେ ଅଭିନୟ କରୁଥିଲେ । 

 

ସେ 70 ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେପରିକି ଭାଇ ହେଲା ଭଗାରୀ,ସକଳ ତୀର୍ଥ ତୋ ଚରଣେ,ଶୋଭାଗ୍ୟବତୀ, ଧଉଲି ଏକ୍ସପ୍ରେସ ଇତ୍ୟାଦି। ତେବେ ବର୍ତ୍ତମାନ ତାଙ୍କର ସମ୍ପତି ପାଖା ପାଖି ୫ କୋଟି ଟଙ୍କା ର ବୋଲି ଜଣାପଡୁଛି। ତେବେ ସେ ନିଜ ପତ୍ନୀ ଏବଂ ପୁଅ ଝିଅ ଙ୍କ ସହ କଟକ ରେ ରୁହନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *