ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାଇକା ଅର୍ଚ୍ଚିତା ସାହୁ ଙ୍କ ବିଷୟରେ ଏକ ଦମଦାର ଖବର ନେଇ ଆସିଚୁ ଯାହା କୁ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ଅର୍ଚ୍ଚିତା ସାହୁ ଏବଂ ସବ୍ୟସାଚୀ ଙ୍କ ର ଏକ ଫିଲ୍ମ୍ ଆସିଥିଲା ବାଏ ବାଏ ଦୁବାଇ । କିନ୍ତୁ ଅର୍ଚ୍ଚିତା ଆଉ ଥରେ ଦୁବାଇ କୁ ଯାଇଛନ୍ତି । ଯାହାକି ଅର୍ଚ୍ଚିତା ଯେତେବେଳେ ବାଏ ବାଏ ଦୁବାଇ ର ସୁଟିଂ ଚାଲିଥିଲା ସେତେବେଳେ ସେ ଦୁବାଇ ର ପରିବେଶ ଏବଂ ଭିଓ କୁ ଭଲ ପାଇଯାଇଥିଲେ । ଯାହା କି ବହୁ ଦିନ ପରେ ପୁଣି ଥରେ ଦୁବାଇ କୁ ଏଞ୍ଜୟ୍ କରିବା ପାଇଁ ଯାଇଛନ୍ତି ଯାହା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଆସନ୍ତୁ ଦେଖିବା ଭିଡିଓ ମାଧ୍ୟମ ରେ ଅର୍ଚ୍ଚିତା ସାହୁ ଦୁବାଇ ରେ କଣ କରୁଛନ୍ତି ।
ଅର୍ଚ୍ଚିତା ସାହୁ ଦୁବାଇ ରେ ଗୋଟେ ସୁନ୍ଦର ଜାଗା ଯାହାର ନାମ ମିରାକିଲ୍ ଗାର୍ଡେନ ରେ ବହୁତ୍ ମନ ଖୁସି ରେ ବୁଲୁଛନ୍ତି । ଜଉ ପାର୍କ କୁ ପୁରା ଫୁଲ ସଜା ଯାଇଛି । ସେ ସେଠାରେ ବହୁତ୍ ଏଞ୍ଜୟ୍ କରିଛନ୍ତି। ଅର୍ଚ୍ଚିତା ସାହୁ ତାଙ୍କ ପେନ୍ ମାନଙ୍କୁ ଆଗାମୀ ଦିନ ରେ କଣ ସବୁ ନୂଆ ଫିଲ୍ମ୍ ଭେଟିଦେବେ ସେ ବିଷୟରେ କିଛି କହିନାହାନ୍ତି। ଯାହା ତାଙ୍କ ପେନ୍ ମାନଙ୍କର ଶୁଣିବା ପାଇଁ ବହୁତ୍ ଆଗ୍ରହୀ ଥିଲେ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।