ଓଡ଼ିଆ ସିନେ ଜଗତ ରୁ ଆସିଲା ଏକ ଦୁଃଖଦ ଖବର । ଆମ ନିକଟରେ ଆଉ ନାହାନ୍ତି ଓଲିଉଡ ଅଭିନେତା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ସିନେ ଜଗତ ରୁ ଆସିଥିବା ଏକ ଦୁଃଖଦ ଖବର ବିଷୟରେ ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ।   ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଶ୍ରୀମଦ୍ ଭଗବଦ୍ ଗୀତା ରେ କୁହାଯାଇଛି ଆତ୍ମା ଅବିନସ୍ୱର। ମୃତ୍ୟୁ ପରେ ଆତ୍ମା ର ଅନ୍ତ ଘଟେ ନାହିଁ।ମଣିଷ ଏକ ଦେହ ଧାରୀ ଜୀବ । ସମୟକ୍ରମେ ଏକ ଶରୀର ରେ ଜନ୍ମ କରିଥାଏ ପୁଣି ସେହି ଶରୀର ରେ ମୃତ୍ୟୁ ବରଣ ମଧ୍ୟ କରିଥାଏ।କିନ୍ତୁ ଆତ୍ମା ସ୍ଥିର ଥାଏ।ଗୋଟିଏ ଶରୀର ରୁ ଆଉ ଏକ ଶରୀର କୁ ଯାଇଥାଏ।

 

ତେବେ ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ତେବେ ଓଲିଉଡ ର କୁଖ୍ୟାତ ଅଭିନେତା କାବୁଲା ଭାଇ ବା ଦୀପ୍ତିରଞ୍ଜନ ମହାନ୍ତି ଆଉ ଆମ୍ଭ ନିକଟରେ ନାହାନ୍ତି । ତେବେ ସେ ନବେ ଦଶକ ରୁ ବିଭିନ୍ନ ଚଳଚିତ୍ର ପୁରାଣ ଏବଂ ଧାରାବାହିକ ରେ କାର୍ଯ୍ୟରତ ଥିଲେ । ତାଙ୍କ ଭଳି ଜଣେ ଉଚ୍ଚକୋଟୀର ମିଷ୍ଟ ଭାସି ଅଭିନେତା  ଙ୍କୁ ହରାଇ ଓଲିଉଡ ଜଗତ ମର୍ମାହତ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *