ଓଡ଼ିଶାର ଅନ୍ଧ ପରମ୍ପରା ପାଇଁ ସାଧାରଣ ଛୋଟ ଝିଅ ର କୁକୁର ସହ ହେଲା ବାହାଘର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଓଡ଼ିଶାରେ ଛୁଆ ଙ୍କ ଅନ୍ଧ ପରମ୍ପରା ପାଇଁ ଏକ ସାଧାରଣ ଝିଅ ସହ ଏକ କୁକୁର ର ହେଲା ବାହାଘର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜାଣିଥିବେ ଭାରତ ଏକ ବହୁ ପରର୍ମ୍ପରା ବହୁ ଜନଜାତି ଥିବା ଏକ ବିଶାଳ ଦେଶ ଯେଉଁ ଥିରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପରମ୍ପରା ଥାଏ । ତେବେ ସେହି ଭଳି ଏକ ପରମ୍ପରା ଦେଖା ଦେଇଛି ଆମ୍ଭ ରାଜ୍ୟ ଓଡ଼ିଶାରେ । ତେବେ ଓଡ଼ିଶାରେ ଏକ ଜିଲ୍ଲା ମୟୁରଭଞ୍ଜ । ତେବେ ଏହି ଜିଲ୍ଲା ରେ ହୋ ସମ୍ପ୍ରଦାୟର  ଏକ ଜନଜାତି ଅଛନ୍ତି । ତାଙ୍କର ଏକ ପରମ୍ପରା ଅଛି । 

 

ଯେଉଁଥିରେ ସେମାନଙ୍କ ମଧ୍ୟରୁ କୌଣସି ଝିଅ କିମ୍ବା ପୁଅ ର ଆଗ ଦାନ୍ତ  ବାହାରକୁ ଆସି ଯାଇଥାଏ । ତାଙ୍କ ସମ୍ପ୍ରଦାୟରେ ତାଙ୍କୁ ଅଶୁଭ ବୋଲି ମଣାଯାଇଥାଏ । ସେଥିପାଇଁ ତାଙ୍କ ନିୟମ ଅନୁସାରେ ସେହି ଝିଅ କୁ କିମ୍ବା ସେହି ପୁଅ କୁ ଏକ ଅଣ୍ଡିରା କିମ୍ବା ମାଈ କୁକୁର ସହ ବାହାଘର କରାଯାଇଥାଏ । ଯାହା ଅତି ନିନ୍ଦନୀୟ ଘଟଣା । ତେବେ ଏହି ବାହାଘର ବହୁ ଯାକ ଯମକ ରେ ହୋଇଥାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *