ଓଡ଼ିଶା ରେ ଭୟଙ୍କର ରୂପ ନେଲା କରୋନା ।  ଏହି ୫ ଟି ଜିଲ୍ଲା ରେ ରଚିଲା ତାଣ୍ଡବ ସଟଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଶା ରେ ଭୟଙ୍କର ରୁପ ନେଲା କରୋନା ଏବଂ ୫ ଟି ଜିଲ୍ଲାରେ ତାଣ୍ଡଵ ରଚିଲା ସଟ ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସେ ବିଷୟରେ କହିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ଦେଶ ରେ ବିଭିନ୍ନ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ସ୍ଥଳେ ଆମ୍ଭ ରାଜ୍ୟ ସରକାର କିଛି ଦିନ ହେବ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଏବଂ ମୁନ୍ସୀପାଲ କମିଶନର ଙ୍କୁ ଚିଠି ଲେଖି ଏହା ପ୍ରତି ସତର୍କ ରହିବା ସହ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କହିଛନ୍ତି ।

 

ତେବେ ଗତ କିଛି ଦିନ ହେବ ସମ୍ବଲପୁର  , ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡା ଆଦି ରୁ ଗତ ୭ ଦିନ ହେବ ବୋହୁ ମାତ୍ରା ରେ କରୋନା ରୋଗୀ ଚିନ୍ହଟ ହେଉଛନ୍ତି।  ତେବେ ରିପୋର୍ଟ ଅନୁସାରେ ୭ ଦିନ ମଧ୍ୟରେ କେବଳ ସମ୍ବଲପୁର ରୁ ୪୩ ରୁ ଅଧିକ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *