ଓଡ଼ିଶା ସରକାର ଙ୍କୁ କାନ୍ଦି କାନ୍ଦି ନ୍ୟାୟ ମାଗୁଛି ଏହି ଝିଅ ଟି । ତା ସହ ଘଟିଛି ଏହି ଭଳି ଭୟଙ୍କର ଘଟଣା… ଗୋଟିଏ ସେୟାର କର ଏହି ନିରୀହ ଝିଅ ପାଇଁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ସାଧାରଣ ଝିଅ କାନ୍ଦି କାନ୍ଦି ସରକାର ଙ୍କୁ ନ୍ୟାୟ ଭିକ୍ଷା କରୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ଓଡ଼ିଶାରେ ବର୍ତ୍ତମାନ କିଛି ନାମିଦାମୀ ଲୋକଙ୍କର ରାଜନୀତି ଚାଲୁଛି । ଯାହା ଫଳରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବା କମ ଦାମୀ ଲୋକଙ୍କର ଦାଦାଗିରି ବଢିବାରେ   ଲାଗିଛି । ଯାହା ଫଳରେ ଗରିବ , ନିରୀହ, ଖଟିଖିଆ ସାଧାରଣ ଶ୍ରେଣୀ ର ଲୋକ ମାନେ ସବୁବେଳେ ହଇରାଣ ହେଉଛନ୍ତି । ସେହିଭଳି ଏକ ଘଟଣା ବର୍ତ୍ତମାନ ଓଡିଶା ର କୋଣ ଅନୁକୋଣରେ ଏକ ଚର୍ଚ୍ଚା ସୃଷ୍ଟି କରିଛି ।

 ଯେଉଁଥିରେ ଏକ ସାଧାରଣ ଗରିବ ଝିଅ ର ବାପାକୁ ପୋଲିସ ଭାଇ ମାନେ ବାନ୍ଧି ନେଇ ଯାଇଛନ୍ତି । କିନ୍ତୁ ସେମାନେ ପୋଲିସ ଷ୍ଟେସନ କୁ ନ ନେଇ ସେମାନେ ଆଉ କୁଆଡେ ନେଇ ଯାଇଛନ୍ତି।  ଯାହା ଫଳରେ ସେମାନେ ପୋଲିସ ଷ୍ଟେସନ ଧଉଡ଼ି ଧଉଡ଼ି ମଧ୍ୟ ସେ ଝିଅ ତା ବାପା କୁ ପାଉ ନାହାଁନ୍ତି । ଯାହା ଫଳରେ ସେ ଝିଅ ସରକାର ଙ୍କ ଆଗରେ ଏକ ଭିଡ଼ିଓ ମାଧ୍ୟମରେ ଗୁହାରି   କରୁଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *