ଓଡିଶା କୁ ପୁଣି ଫେରିଲା ଲକଡାଉନ । ଦେଖନ୍ତୁ ଫେବୃଆରୀ ୨୫ ରୁ କଣ ଖୋଲା ଏବଂ କଣ ବନ୍ଦ ରହିବ ସେ ସମ୍ପର୍କରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଗାମୀ ଫେବୃଆରୀ ୨୫ ତାରିଖ ରୁ ରାଜ୍ୟ ରେ କେଉଁ ସ୍ଥାନ ଖୋଲା ଏବଂ କେଉଁ ସ୍ଥାନ ବନ୍ଦ ଏବଂ ଲକଡାଉନ ର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ ।

 

 ତେବେ ଭାରତ ରେ ବର୍ତ୍ତମାନ ବହୁ ସହର କରୋନା ର ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ତେବେ ସେଥିପାଇଁ  ବିଭିନ୍ନ ସ୍ଥାନ ରେ କରୋନା କୁ ନେଇ ବିଭିନ୍ନ ନିୟମ କଡାକଡି ପାଳନ କରାଯାଉଛି । ତେବେ ସେହି ସହର ଗୁଡିକ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ପୁଣେ,ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟ । ତେବେ ସେଠାରେ ୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଥିବା ବେଳେ ସ୍କୁଲ କଲେଜ ଆଦି ବନ୍ଦ ରହିଛି । 

 

ତେବେ ବର୍ତ୍ତମାନ ଆମ୍ଭ ରାଜ୍ୟ ସରକାର ଏକ ନୂଆ ଘୋଷଣା କରିଛନ୍ତି ଯେଉଁଥିରେ କରୋନା ଗାଇଡ଼ ଲାଇନ କୁ କଡା କଡୀ ମାନିବାକୁ କହିଥିବା ବେଳେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବର୍ତ୍ତମାନ ସମୟରେ ବନ୍ଦ ରହିବ । ତେବେ ଏହା ପରେ ଯେ କୌଣସି ସ୍ଥାନ ରେ କରୋନା ର ବର୍ଦ୍ଧିତ କେସ ଜଣା ପଡେ ସେ ଜିଲ୍ଲା କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *