ଓଡିଶା ପ୍ରବାସୀ ଙ୍କ ପାଇଁ ନୂଆ ନିୟମ । ଓଡିଶା ଆସିବାକୁ ଥିଲେ ଶୀଘ୍ର ଦେଖନ୍ତୁ । ସରକାର ଙ୍କ ପ୍ରବାସୀ ମାନଙ୍କ ପାଇଁ ନୂଆ ଗାଇଡ଼ ଲାଇନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଓଡ଼ିଶା ସରକାର ଲାଗୁ କରିଥିବା ନୂଆ ଗାଇଡ଼ ଲାଇନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

 

 ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟ ରେ ଓଡ଼ିଶା ସରକାର ପ୍ରବାସି ଓଡ଼ିଆ ମାନଙ୍କ ପାଇଁ କିଛି ନିୟମ ଲାଗୁ କରିଛନ୍ତି । ଏହି ନିୟମ ସମସ୍ତ ରାଜ୍ୟ ରୁ ଆସୁଥିବା ପ୍ରବାସୀ ମାନଙ୍କ ପାଇଁ ନୁହେଁ । ଏହା କେବଳ ୧୨ ଟି ରାଜ୍ୟ ରୁ ଆସୁଥିବା ପ୍ରବାସି ମାନଙ୍କ ପାଇଁ ଲାଗୁ ହୋଇଛି । 

 

ତେବେ ଏହି ରାଜ୍ୟ ଗୁଡିକ ହେଲା ମହାରାଷ୍ଟ୍ର, କର୍ଣଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଉତ୍ତରପ୍ରଦେଶ, ପୁଣେ, ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ଛତିଶଗଡ଼ ତେବେ ଏହି ରାଜ୍ୟ ରୁ ଆସୁଥିବା ସମସ୍ତ ଯାତ୍ରୀ ମାନଙ୍କ ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟ ରେ ଥର୍ମାଲ ସ୍କ୍ରିନିଂ କରାଯାଇ ଛଡ଼ାଯିବ । ଏହା ଛଡା ଯଦି କୌଣସି ଲୋକ ଦେହରେ କରନା ଲକ୍ଷଣ ଦେଖା ଯାଉଚି ତେବେ ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ କେୟାର ସେଣ୍ଟର ରେ ରଖାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *