ଓଡିଶା ରେ ଏହି ଜିଲ୍ଲା ରେ ୨ ଦିନ ରେ ୨୧୫ ପଜିଟିଭ । ମାଡୁଛି କରୋନା ହେବ ଲକଡାଉନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଶାର ର ନୂଆପଡା ଜିଲ୍ଲାର ଛତିଶଗଡ଼ ସୀମା ରେ ଥିବା ୨ ଟି ଗ୍ରାମ ବିଷୟରେ ଯେଉଁଠି ୨ ଦିନରେ ୨୧୫ କରୋନା ପଜିଟିଭ କେସ ବାହାରିଛି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ କରନା ର ଏକ ନୂଆ ଷ୍ଟ୍ରେନ ଭାରତ କୁ ଆସି ସାରିଲାଣି । ଯେଉଁଥିରେ ବହୁଳ ଭାବେ ଲୋକମାନେ ଆକ୍ରାନ୍ତ ହେଉଥିବାର ନେଇ ସୂଚନା ମିଳୁଛି  । ତେବେ ସେହିଭଳି କିଛି ଦିନ ତଳେ ନୂଆପଡା ର ସିନାପଲ୍ଲୀ ବ୍ଲକ ର ଛତିଶଗଡ଼ ସୀମାନ୍ତ ୨ ଟି ଗ୍ରାମ ରେ ୨୯ ରୁ ଅଧିକ ଲୋକ ଚିନ୍ହଟ ହୋଇଥିଲେ । ଏହା ପରେ ସେଠାରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଏହା ଛଡା ବର୍ତ୍ତମାନ ସମୟରେ ପ୍ରତିଦିନ କିଛି ନା କିଛି କରୋନା ଆକ୍ରାନ୍ତ ଉକ୍ତ ଗ୍ରାମ ରୁ ଚିନ୍ହଟ ହେଉଛି । 

 

ତେବେ ଗତ ୨ ଦିନରେ ୨୧୫ ଜଣ ଚିନ୍ହଟ ହେବା ସେଠାକାର ପ୍ରଶାସନ କୁ ଦୋହଲାଇ ଦେଇଛି । ତେବେ ଏହା ସହିତ ପ୍ରଶାସନିକ ଅଧିକାରୀ ଙ୍କ କହିବା କଥାନୁସାରେ ସେଠାରେ ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ ଛତିଶଗଡ଼ ମାର୍କେଟ ରୁ ହିଁ ନିଜର ବ୍ୟବସାୟ ଚଳ ପ୍ରଚଳ କରନ୍ତି । ସେଥିପାଇଁ ଏହାର ମୂଳ ହେଉଛି ଛତିଶଗଡ଼ ବୋଲି କହିବା ସହ ଉକ୍ତ ସ୍ଥାନ କୁ କଣ୍ଟେନମେଣ୍ଟ ଘୋଷଣା କରି ଦିଆଯାଇଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *