ଓଡିଶା ରେ ହେଲା ୭ ଦିନିଆ ଲକଡାଉନ । ଆରମ୍ଭ ହେଇଗଲା ଲକ ଡାଉନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପ୍ରଥମ ଥର ପାଇଁ ୭ ଦିନିଆ ଲକଡାଉନ ଘୋଷଣା କରି ଚର୍ଚ୍ଚା ରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ବାଲିସଙ୍କର ପଞ୍ଚାୟତ ର ସରପଞ୍ଚ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଗତ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡ଼ ରେ ଦିନ କୁ ଦିନ କରୋନା କେସ ଦ୍ରୁତ ଗତି ରେ ବୃଦ୍ଧି ପାଇବାରେ ଲାଗିଥିଲା ।ଏହାର ପ୍ରଭାବ ଓଡ଼ିଶା ରେ ଦିନ କୁ ଦିନ କରୋନା ର ନୂଆ ନୂଆ କେସ ବଢ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟି ରେ ରଖି ଆମ୍ଭ ରାଜ୍ୟ ସରକାର ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲା  କୁ ନାଇଟ କର୍ଫ୍ୟୁ  ଜାରି କରିଥିଲେ । 

 

ତେବେ ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କର ପଞ୍ଚାୟତ ରେ କିଛି ଦିନ ହେବ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟି ରେ ଦେଖି ଉକ୍ତ ପଞ୍ଚାୟତ ର ସରପଞ୍ଚ ନିଜର ଜିଲ୍ଲାପାଳ ପାୱାର କୁ ବ୍ୟବହାର କରି ନିଜ ପଞ୍ଚାୟତ କୁ ୭ ଦିନ ପାଇଁ ଲକଡାଉନ କରିଛନ୍ତି । ତେବେ ଏହା ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସରପଞ୍ଚ ନିର୍ଦେଶ ଦେଇଛନ୍ତି । ଯାହାକୁ ଜିଲ୍ଲା ପ୍ରଶାସନ ସ୍ୱାଗତ କରିବା ସହିତ ଉକ୍ତ ସ୍ଥାନ କୁ ମିନି କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *