ଓଡିଶା ସରକାର ଙ୍କ ବଡ଼ ନିଷ୍ପତ୍ତି ବିବାହ କଲେ ମିଳିବ ଅଢେଇ ଲକ୍ଷ । ସମସ୍ତେ ପାଇ ପାରିବେ ଏହି ଟଙ୍କା… 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡିଶା ସରକାର ଙ୍କ ଏକ ନୂଆ ନିୟମ ସମ୍ପର୍କରେ ଯେଉଁଥିରେ ଆପଣ ମାନଙ୍କୁ ବିବାହ କଲେ ମିଳି ପାରିବ ଅଢେଇ ଲକ୍ଷ ଟଙ୍କା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସରକାର ଏକ ନୂଆ ନିଷ୍ପତି ନେଇଛନ୍ତି ଯାହା ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ । ହଁ ଆଜ୍ଞା ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ଯଦି ପୁଅ କିମ୍ବା ଝିଅ ଜଣକ କିମ୍ବା ଉଭୟ ବିକଳାଙ୍ଗ ହୋଇଥିବେ ତେବେ ଆପଣ ଏହି ସ୍କିମ ଉପଭୋଗ କରିବା ପାଇଁ ଯୋଗ୍ୟ ଅଟନ୍ତି । 

 

ତେବେ ଏଭଳି ସୂଚନା ଦେଇଛନ୍ତି ସମାଜିକ ନିରାପତ୍ତା ତଥା ଦିବ୍ୟଙ୍ଗ ସଶକ୍ତି କରଣ ବିଭାଗ ପକ୍ଷରୁ  ମିଳିଛି । ତେବେ ଏଥିରେ ଯେକୌଣସି ପୁଅ କିମ୍ବା ଝିଅ ର୍କ ଦିବ୍ୟଙ୍ଗ ପୁଅ କିମ୍ବା ଝିଅ କୁ ବିବାହ କଲେ ସେ ଦମ୍ପତି ଙ୍କୁ ମିଳିବ ୨.୫୦ ଲକ୍ଷ ଟଙ୍କା । ତେବେ ଏହି ଟଙ୍କା ଆଗରୁ ମାତ୍ର ୫୦୦୦୦ ଥିଲା ଯାହା ବୃଦ୍ଧି କରାଯାଇ ଅଢେଇ ଲକ୍ଷ କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *