ଓଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅରିନ୍ଦମ ରାୟ ହେଲେ ବାପା । ଓଲିଉଡ ଇଣ୍ଡଷ୍ଟ୍ରି ଏବଂ ରାଜ୍ୟ ରାଜନୀତି ରେ ଖୁସି ର ଲହରୀ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଅରିନ୍ଦମ ରାୟ ଙ୍କ ବାପା ହେବା ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଅରିନ୍ଦମ ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ଆକ୍ଟିଙ୍ଗ ନିଜ ବଡି ଏବଂ ତାଙ୍କ ଷ୍ଟାଇଲ ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ । ତେବେ ସେ ଓଡ଼ିଶାର ଜଣେ ନାମିଦାମୀ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭଉଣୀ ଅନୁପା ଦାସ ଙ୍କୁ ବିବାହ କରିଥିଲେ । ତେବେ ସେ ଦୁହିଁ ଜଣ ବର୍ତ୍ତମାନ ବହୁ ଖୁସି ରେ ରହୁଥିବା ବେଳେ ବର୍ତ୍ତମାନ ସେ ଜଣେ ପୁତ୍ର ସନ୍ତାନ ର ବାପା ହେବାର ସ୍ୱଭାଗ୍ୟ ପାଇଛନ୍ତି।  

 

ତେବେ ଏହା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନୁହେଁ ରାଜନୀତିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଖୁସି ର ଲହରୀ ଖେଳାଇ ଦେଇଛି । କାରଣ ଅରିନ୍ଦମ ଉଭୟ ବିଜେଡି ଦଳ ସହିତ ଜଡିତ ଥିବା ବେଳେ ତାଙ୍କ ର ସ୍ତ୍ରୀ ଙ୍କ ଭାଇ ପ୍ରଣବ ପ୍ରକାଶ ଦାସ ମଧ୍ୟ ମାମୁ ହୋଇଛନ୍ତି । ଯିଏକି ବର୍ତ୍ତମାନ ସମୟରେ ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ଅଛନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *