ଓଲିଉଡ ଜଗତ ରୁ ଆସିଲା ଏକ ବଡ଼ ଖୁସି ଖବର । ଓଲିଉଡ ସୁପରଷ୍ଟାର ବାବୁସାନ ହେଲେ ଏକ ଶିଶୁ ପୁତ୍ର ର ବାପା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ସୁପରଷ୍ଟାର ବାବୁସାନ  ମହାନ୍ତି  ଏକ ଶିଶୁ ପୁତ୍ର ର ବାପା ହୋଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ଜାଣିଥିବେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ୨୦୧୫ ମସିହାରେ ତୃପ୍ତି ଙ୍କୁ ବିବାହ କରିଥିଲେ । ତେବେ ସେ ତୃପ୍ତି ଙ୍କୁ ପିଲା ବେଳୁ ସ୍କୁଲ ସମୟରୁ ଭଲ ପାଉଥିଲେ । ତେବେ ତାଙ୍କ ଭଳି ଜଣେ ଜୀବନ ସାଥି ପାଇଁ ବାବୁସାନ ବହୁତ ଗର୍ବିତ ବୋଲି ମଧ୍ୟ କୁହନ୍ତି । 

 

ତେବେ ତାଙ୍କ ବାହାଘର ଧୁମ ଧାମ ରେ ହୋଇଥିଲା ଯେଉଁଥିରେ ଓଲିଉଡ ଏବଂ ଧାରାବାହିକ ଜଗତର ର ବହୁ କଳାକାର  ମାନେ ଯୋଗଦାନ କରିଥିଲେ । ତେବେ ଗତ କାଲି ବାବୁସାନ ଏକ ପୁତ୍ର ସନ୍ତାନ ର ବାପା ହୋଇଛନ୍ତି । ତେବେ ସେ ଏହି ଖୁସି କୁ ବହୁତ ଧୁମ ଧାମ ରେ ପାଳନ କରିବେ ବୋଲି ମଧ୍ୟ କହିସାରିଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *