ଓଲିଉଡ ର ଏହି 4 ହିରୋଇନ ମାନଙ୍କ ର ବୟସ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । 

ଓଲିଉଡ ର ଏହି ହିରୋଇନ ମାନଙ୍କ ର ବୟସ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଓଲିଉଡ ର ସୁପରଷ୍ଟାର ହିରୋଇନ ଙ୍କ ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆଜିକାଲି ର ହିରୋଇନ ମାନେ ବହୁ କମ ବୟସ ରୁ ଆଜି ସେମାନେ ବହୁ ଉଚ୍ଚ ସ୍ଥାନ ରେ ଅବସ୍ତିତ ଅଛନ୍ତି । ତେବେ ଜାଣନ୍ତୁ ସେହି ଅଳ୍ପ ବୟସ ସୁପରଷ୍ଟାର ହିରୋଇନ ମାନଙ୍କ ବୟସ ବିଷୟ ରେ । 

୧ ଅର୍ଚ୍ଚିତା ସାହୁ – ପ୍ରଥମ ରେ ଏହି ତାଲିକା ରେ ଅଛନ୍ତି ଅର୍ଚିତା ସାହୁ । ଅର୍ଚିତା ଜଣେ ଭଲ ଓଡିଶୀ ଡ୍ୟାନ୍ସର ଥିଲେ । ଏହା ପରେ ସେ ଅଭିନୟ ଜଗତକୁ ଏଣ୍ଟ୍ରି କରିଥିଲେ । ଏପର୍ଯ୍ୟନ୍ତ ସେ ୩୦ରୁ ଅଧିକ ସିନେମାରେ ଅଭିନୟ କରି ସାରିଲେଣି । ଏବେ ତାଙ୍କର ବୟସ ୩୦ ବର୍ଷ ଅଟେ । 

୨ ଏଲିନା ସାମନ୍ତରାୟ – ଦ୍ୱିତୀୟ ତାଲିକା ରେ ରହୁଛନ୍ତି ଏଲିନା ସାମନ୍ତରାୟ । ସେ ତରଙ୍ଗ ରେ ହେଉଥିବା କିଏ ହେବ ମୋ ହିରୋନ ରିୟାଲିଟ ଶୋ ରେ ଭାଗ ନେଇ ଆଜି ଓଡିଶା ସିନେମାରେ ଜଣେ ସୁପରିଚିତ ନାୟିକା ହୋଇ ପାରିଛନ୍ତି । ସେ ୧୯୯୬ ମସିହା ଜୁଲାଇ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ୨୪ ବର୍ଷ । 

୩ ସିବାନୀ ସଂଗୀତା – ଏହି ତାଲିକାର ତୃତୀୟରେ ଅଛନ୍ତି ଶିବାନୀ ସଂଗୀତା । ଶିବାନୀ ଙ୍କୁ ଓଡିଶାରେ କିଏ ବା ନ ଜାଣେ । । ଶିବାନୀ ମିତ ରେ ମିତ ସିନେମାରେ ଶିଶୁ କଳକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହା ସହିତ ସେ ଅନେକ ଧାରାବାହିକରେ ବି ଅଭିନୟ କରିଥିଲେ । କିନ୍ତୁ ବର୍ତ୍ତମାନ ସେ କେବେଳ ବଡ ଫରଦାରେ ଅଭିନୟ କରୁଛନ୍ତି । ବର୍ତ୍ତମାନ ତାଙ୍କର ବୟସ ୧୮ ବର୍ଷ 

4 ଭୁମିକା ଦାସ – ଭୂମିକା ଦାସ ପିଲା ଦିନରୁ ଜଣେ ଭଲ ଓଡିଶୀ ଡ୍ୟାନ୍ସର ଥିଲେ । ଭୂମିକା ଶିଶୁ କଳାକାର ଭାବେ ରୁମକୁ ଝୁମାନା ରେ ଏଣ୍ଟ୍ରି କରିଥିଲେ । ଏହା ପରେ ତାଙ୍କୁ ମୁଖ୍ୟ ନାୟିକା ଭାବେ ତୁ ମୋ ଲଭ ଷ୍ଟୋରି ରେ ଦେଖିବା ପାଇଁ ମିଳିଥିଲା । ଭୂମିକା ୨୨ ଜାନୁଆରୀ ୨୦୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କୁ ୧୭ ବର୍ଷ ଅଟେ । 

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *