ଓଲିଉଡ ର ଚର୍ଚ୍ଚିତ ଯୋଡି ବାହାଘର ପରେ ପ୍ରଥମ ହୋଲି ଖେଳି ଚର୍ଚ୍ଚା ରେ ସଭ୍ୟ – ଅର୍ଚ୍ଚିତା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ସୁପରଷ୍ଟାର ତଥା ଓଲିଉଡ ର ଚର୍ଚ୍ଚିତ ଯୋଡି ସଭ୍ୟଅର୍ଚିତା କିଭଳି ଭାବେ ହୋଲି ଖେଳିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ମାର୍ଚ୍ଚ ୧ ତାରିଖ ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ କାର୍ଯ୍ୟ ଶେଷ କରିଥିଲେ । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ ତାହା ସତ ହୋଇଥିଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ । 

 

ତେବେ ଓଡିଶା ରେ ବିଭିନ୍ନ ସ୍ଥାନ ରୁ ନିଜ ଭଲପାଇବା ପାଇଥିଲେ । ତେବେ ପରବର୍ତ୍ତୀ ମୁହୁର୍ତ୍ତ ରେ ଉଭୟ ଯୋଡି ନିଜର ଅନ୍ତରଙ୍ଗ ମୁହୁର୍ତ୍ତ କାଟିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନ ମଧ୍ୟ ଯାଇଥିଲେ । ଏହା ପରେ ଦୁହିଁ ଜଣ ଆଜି ହୋଲି ପର୍ବ କୁ ବହୁ ଧୁମ ଧାମ ରେ ପାଳନ କରିଛନ୍ତି । କିଟ କ୍ୟାମ୍ପସ ରେ ହେଉଥିବା ଏକ ପ୍ରୋଗ୍ରାମ ରେ ଉଭୟ ଯୋଗ ଦେଇ ହୋଲି ଖେଳିଥିଲେ । ଯାହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *