ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଓଲିଉଡ ସୁପରଷ୍ଟାର ଦୀପକ ନିଜ ର ଦ୍ଵିତୀୟ ବିବାହ ଉତ୍ସବ ପାଲନ କଲେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ତ ଓଲିଉଡ ଆକ୍ଟର ,ଡିରେକ୍ଟର ଦୀପକ ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ଦୀପକ ନିଜ ଯାଜପୁର ମାଟି ର ପୁଅ । ତେବେ ସେ ଯାଜପୁର ମାଟିର ଟେକ ରଖିବା ସହିତ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ଥାନ ବଜାୟ ରଖିଛନ୍ତି । ତେବେ ଦୀପକ ବର୍ତ୍ତମାନ ସମୟରେ ନିଜର ଦ୍ୱିତୀୟ ବିବାହ ଉତ୍ସବ ପାଳନ କରିଛନ୍ତି । ତେବେ ଦୀପକ ୨୦୧୯ ମସିହା ଆଜିର ଦିନର ତନୁଯା ଙ୍କୁ ବିବାହ କରିଥିଲେ ।
ତେବେ ଦୁହିଁ ଜଣ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ଏହା ଛଡା ସେ ଦୁହିଁ ଜଣ ନିଜ ବର୍ତ୍ତମାନ ସମୟରେ ଭୁବନେଶ୍ୱର ରେ ରହୁଥିବା ବେଳେ ତାଙ୍କର ବିବାହ ବାର୍ଷିକ ରେ ତାଙ୍କ ସହ ତାଙ୍କ ବାପା ଏବଂ ମା ମଧ୍ୟ ରହିଥିଲେ । ତେବେ ସମସ୍ତେ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ସହିତ ନିଜର ଭଲପାଇବା କୁ ଦର୍ଶକ ମାନଙ୍କ ଆଗରେ ଦେଖାଇବା ପାଇଁ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇ ଇଂଷ୍ଟାଗ୍ରାମ ରେ ଛାଡିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ।