ଓଲିଉଡ ସୁପରଷ୍ଟାର ବାବୁସାନ ତାଙ୍କ ଫ୍ୟାନ ଙ୍କୁ ଦେଖା କରିବା ପାଇଁ ପହଁଚିଲେ ମେଡିକାଲ ରେ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି କାହିଁକି ମେଡିକାଲ ଯାଇଥିଲେ ଏବଂ ସେଠାରେ ତାଙ୍କ ଫ୍ୟାନ ଙ୍କ ସହିତ କଣ ହୋଇଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 ଢେଙ୍କାନାଳ କାମାକ୍ଷାନଗର ର ଏକ ବାଳକ ଚିଣ୍ଟୁ । ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ବଡ଼ ଫ୍ୟାନ । କୌଣସି କାରଣ  ବଶତଃ ଛାତ ଉପରେ ଖେଳୁ ଖେଳୁ ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ତେବେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଙ୍କୁ ଏକ ଘରୋଇ ମେଡିକାଲ ରେ ରଖାଯାଇଥିଲା । ତେବେ କୌଣସି ଭଲ ସୁଫଳ ନ ମିଳିବାରୁ ତାଙ୍କୁ କଟକ SCB ମେଡିକାଲ କୁ ପଠା ଯାଇଥିଲା ।

 ତେବେ ଏହି ଖବର ଶୁଣି ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଆସି ପହଞ୍ଚିଥିଲେ ତାଙ୍କୁ ଦେଖିବା ପାଇଁ । ତେବେ ସେ ତାକୁ ଗେଲ କରିବା ସହ ତାର ଭଲ ମନ୍ଦ ବୁଝିଲେ । ଏହା କୁ ଚିଣ୍ଟୁ ବିଶ୍ୱାସ କରି ପାରୁ ନ ଥିଲେ ବି ସତ୍ୟ । ତେବେ ବାବୁସାନ ତା ସହ ସେଲଫି ନେବା ସହ ତାଙ୍କ ଫୋନ ନମ୍ବର ଚିଣ୍ଟୁ କୁ ଦେଇ ଯାଇଛନ୍ତି । ତେବେ ଏଭଳି ଦରଦୀ ମଣିଷ ଟିଏ କୁ ଦେଖି ଚିଣ୍ଟୁ ଶୀଘ୍ର ଭଲ ହୋଇଯିବା ସହ ପୁଣି ଥରେ ତାଙ୍କୁ ଦେଖିବ ବୋଲି କହିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *