ହଲୋ ଫ୍ରିଏଂଡ୍ସ ଆପଣଙ୍କୁ ସ୍ୱଗତ କରୁଛି ମୋ ୱେବ ପୋର୍ଟାଲ କୁ ।ହଁ ଆଜ୍ଞା ଆପଣ ପଢିଥିବା ଉପରକ୍ତ ତଥ୍ୟ ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ। ବର୍ତମାନ ର 2020 ବର୍ଷ ରେ corona ଭଳି ରୋଗ ମହାମାରୀ ରୂପ ନେଇ ସାରିଲାଣି ।ଯାହା ଫଳରେ ଘର ର ସଦସ୍ୟ ମାନଙ୍କ ମଧ୍ୟରେ ଏକ ଭୟ ର ବାତାବରଣ ସୃଷ୍ଟି ହେଲାଣି ।ବିଶେଷ କରି covid-19 ର ପ୍ରଭାବ ବୟସ୍କ ବୃଦ୍ଧ,ବୃଧା ଏବଂ ପରିବାର ର କୁନି ସଦସ୍ୟ ବା କୁନି ପିଲା ମାନଙ୍କ ଉପରେ ଏହାର ପ୍ରଭାବ ଅତ୍ୟଧିକ ମାତ୍ରାରେ ପଦୁଅଛି ।
ସେଥିପାଇଁ ତ ଆମକୁ ସଦା ସର୍ବଦା ସତର୍କ ଓ ସୁରକ୍ଷିତ ରହିବାକୁ ହେବ ।ଘର ର ବୃଧା ତଥା ବୟସ୍କ ବ୍ୟକ୍ତି ବିଶେଷ ତଥା କୁନି କୁନି ପିଲା ମାନଙ୍କୁ ସତର୍କ ରଖିବାକୁ ହେବ ।ଆମ୍ଭ ମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ଅଛି।କିନ୍ତୁ ଏହା ବୟସ୍କ ତଥା କୁନି ପିଲା ମାନଙ୍କ ଥରେ ଅତି କମ ମାତ୍ରାରେ ମିଳିଥାଏ ।ଯଦି ଆମର ସତର୍କ ରହିବାରେ କିଛି ଅଭହେଲା ରୁହେ ତେବେ ପ୍ରାଣ ଯିବାର ସମ୍ଭାବନା ବହୁ ମାତ୍ରାରେ ରହିଥାଏ ।
ଆମେ ଚାହିଁଲେ ଆମ୍ଭ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ।ବିଶେଷ କରି ଆମ ରୋଗ ପ୍ରତିରୋଧକ ଶକ୍ତି ଆମ୍ଭ ଖାଦ୍ୟ ପେୟ ଉପରେ ଆଧାରିତ ଅଟେ ।ଯଦି ପ୍ରତ୍ୟେକ ଦିନ ଆମ୍ଭର ଖାଦ୍ୟ ପେୟ ସଠିକ ତଥା ଭିଟାମିନ ଯୁକ୍ତ ହୋଇଥାଏ ତେବେ ଆମ୍ଭକୁ ଅତ୍ୟଧିକ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ । ସବୁଜ ପନିପରିବା ତଥା ମାଛ ,ମାଂସ, ଅଣ୍ଡା ଭଳି ଭିଟାମିନ ଖାଦ୍ୟ ସମୟ ଅନୁଯାୟୀ ସଠିକ ପରିମାଣରେ ଖାଇବା ଦ୍ୱାରା ଆମ୍ଭକୁ ଉପଯୁକ୍ତ ଭିଟାମିନ ମିଳିଥାଏ ।
ଆମେରିକା ର ହାବ୍ରଡ୍ ବିଶ୍ୱ ବିଦ୍ୟାଳୟ ର ଗବେଷକ ମାନଙ୍କ କହିବା ଅନୁସାରେ ରସୁଣ ଏକ ଉପଯୁକ୍ତ ଖାଦ୍ୟ ଯାହାଥରେ ସର୍ବାଧିକ ରୋଗ ପ୍ରତିରୋଧକ ଶକ୍ତି ଥାଏ ।ସେଥିପାଇଁ ସେମାନେ ପ୍ରତ୍ୟକ୍ୟ ଦିନ 50-60 ଗ୍ରାମ ରସୁଣ ସକାଳୁ ଖାଲି ପାଟିରେ ଚୋବାଇ କି ଖାଇବା ଦୁଆର ଆମ୍ଭର ରୋଗ ପ୍ରତିରୋଧକ ଶକ୍ତି 12.5 ମାତ୍ର ରେ ବଢିଥାଏ ।ଓ corona ଭଳି ମହାମାରୀ ସହିତ ଶରୀର ଭିତରେ ଲଢ଼ିବାରେ ସାହାର୍ଯ୍ୟ କରିଥାଏ ।କେବଳ corona ନୁହେଁ ଅନ୍ୟ ରୋଗ ଠାରୁ ମଧ୍ୟ ଆମ୍ଭ ଶରୀରକୁ ସୁସ୍ତ ରଖିଥାଏ ।
ଧନ୍ୟବାଦ ।