କଟକ ଶିଶୁ ଭବନ ରେ ଲାଗିଲା ନିଆଁ । ରୋଗୀ ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଦେଖିଲେ ଆଖିରୁ ଲୁହ ଝରି ପଡିବ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି କଟକ ଶିଶୁ ଭବନ ରେ ନିଆଁ ଲାଗିଛି ଏବଂ ସେଠାରେ ହୋଇଥିବା କ୍ଷୟ କ୍ଷତି ସମ୍ପର୍କରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କଟକ ଶିଶୁ ଭବନ ରେ ଭୟଙ୍କର ଅଗ୍ନିକାଣ୍ଡ । ସଟ ସର୍କିଟ ଯୋଗୁ ନିଆ ଲାଗିଥିବା ନେଇ ସୂଚନା । ତେବେ ଏହା ଶିଶୁ ବିଭାଗ ର ନୂଆ ତିଆରି ହୋଇଥିବା ଗୃହ ରେ ଲାଗିଥିବା ବେଳେ ଏଥିରେ କୌଣସି ଲୋକ ଆହତ ହୋଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ମେଡିକାଲ ର ମୁଖ୍ୟ ପରିଚାଳକ  । 

 

ତେବେ ଗ୍ରହ ଟି ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କରିଛି । ତେବେ ଏହାର ପ୍ରଭାବ ଏତେ ଭୟାନକ ଥିଲା କି ଉପରୁ ଘର ର ଅଂଶ ଖସୁଥିବାର ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ତେବେ ନିଆଁ ଲାଗିବାର ସଠିକ କାରଣ ବର୍ତ୍ତମାନ ସମୟରେ ଜଣା ପଡି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *