ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି କଟକ ଶିଶୁ ଭବନ ରେ ନିଆଁ ଲାଗିଛି ଏବଂ ସେଠାରେ ହୋଇଥିବା କ୍ଷୟ କ୍ଷତି ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ କଟକ ଶିଶୁ ଭବନ ରେ ଭୟଙ୍କର ଅଗ୍ନିକାଣ୍ଡ । ସଟ ସର୍କିଟ ଯୋଗୁ ନିଆ ଲାଗିଥିବା ନେଇ ସୂଚନା । ତେବେ ଏହା ଶିଶୁ ବିଭାଗ ର ନୂଆ ତିଆରି ହୋଇଥିବା ଗୃହ ରେ ଲାଗିଥିବା ବେଳେ ଏଥିରେ କୌଣସି ଲୋକ ଆହତ ହୋଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ମେଡିକାଲ ର ମୁଖ୍ୟ ପରିଚାଳକ ।
ତେବେ ଗ୍ରହ ଟି ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁ କୁ ଆୟତ୍ତ କରିଛି । ତେବେ ଏହାର ପ୍ରଭାବ ଏତେ ଭୟାନକ ଥିଲା କି ଉପରୁ ଘର ର ଅଂଶ ଖସୁଥିବାର ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ତେବେ ନିଆଁ ଲାଗିବାର ସଠିକ କାରଣ ବର୍ତ୍ତମାନ ସମୟରେ ଜଣା ପଡି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।