କଟାମୁଣ୍ଡ ର ବିଭସ୍ଟ କାହାଣୀ , 3 ଜଣକୁ ବିବାହ କରିଥିଲେ ମହିଳା । ପରକ୍ରିୟା ପ୍ରୀତି ପାଇଁ ଚାଲିଗଲା ଜୀବନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି କଟାମୁଣ୍ଡ ମହିଳା ର ଅସଲ କାହାଣୀ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ କଟାମୁଣ୍ଡ ହତ୍ୟା ମାମଲା ଚହଳ ସୃଷ୍ଟି କରିଥିଲା ତେବେ ଏହା ର ପ୍ରକୃତ ଦୋଷୀ କୁ ପୋଲିସ ଧରି ସରିଲାଣି । ତେବେ ପୋଲିସ ପାଖରେ ଦୋଷୀ ତାର ପ୍ରକୃତ ସତ୍ୟ କଥା କୁ ବର୍ତ୍ତମାନ ସମୟରେ ପ୍ରକାଶ କରିଅଛି । ତେବେ ଦୋଷୀ ସଞ୍ଜୟ ର କହିବା କଥା ଅନୁସାରେ ୨୮ ବର୍ଷିୟ ପୁଷ୍ପଲତା ନିଜ ସ୍ୱାମୀ ର ମରିବା ପରେ ସେ ସଞ୍ଜୟ କୁ ଵିଵାହ କରିଥିଲା ଏହା ପରେ ସଂଜୟ ସହିତ ମନ ମାଳିନ୍ୟ କାରଣରୁ ପରବର୍ତ୍ତୀ ସମୟରେ ସେ ଆଉ ଜଣକୁ ବିବାହ କଲା । 

 

ତେବେ ତା ସହିତ ଝଗଡା ହେବା କାରଣରୁ ସେ ପୁଣି ଥରେ ସଂଜୟ ପାଖକୁ ଫେରି ଆସିଥିଲେ । ତେବେ ଏଥର ସଂଜୟ ନିଜର ରାଗ ସୁଝାଇ ଦେଲା । ତେବେ ସଞ୍ଜୟ ବର୍ତ୍ତମାନ ପୁଷ୍ପଲତା ଉପରେ ନିଜର ରାଗ ସୁଝାଇ ଦେଲା ତେବେ ସଂଜୟ ପୁଷ୍ପଲତା ର ତଣ୍ଟି ଚିପି ହତ୍ୟା କରିବା ପରେ ନିଜର ଏକ ସାଙ୍ଗ ଚନ୍ଦୁ ସାହାଯ୍ୟରେ ପୁଷ୍ପଲତା ଙ୍କ ର ମୁଣ୍ଡ ଗଣ୍ଡି ଅଲଗା କରିଦେଇ ଫିଙ୍ଗି ଦେଇଥିଲେ । ବୋଲି ପୋଲିସ ଙ୍କ ସାମ୍ନା ରେ ମାନିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *