କଣ୍ଟେନ ମେଣ୍ଟ ଘୋଷଣା ହେଲା ଏହି ହଷ୍ଟେଲ । ଏହି ଜିଲ୍ଲା ହେଲା ସମ୍ପୂର୍ଣ୍ଣ ସଟଡାଉନ । ୨୨୫ ବିଦ୍ୟାର୍ଥୀ ଏକ ସମୟରେ କରୋନା ପିଜେଟିଭ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେଉଁ ସ୍ଥାନ ରେ ୨୨୫ ଜଣ ବିଦ୍ୟାର୍ଥୀ କରୋନା ପଜିଟିଭ ହୋଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ କରୋନା ର ନୂଆ ଷ୍ଟ୍ରେନ ବର୍ତ୍ତମାନ ସମୟରେ ଭାରତ ରେ ବୋହୁ ସ୍ଥାନ ରେ ଆରମ୍ଭ ହୋଇ ସାରିଲାଣି । ତେବେ ଏହାର ପ୍ରଭାବ ବିଶେଷ କରି ମହାରାଷ୍ଟ୍ର ରେ ପଡିଛି । ତେବେ ମହାରାଷ୍ଟ୍ର ର ୱାସିଂ ଜିଲ୍ଲା ରେ ଥିବା ଏକ ବିଦ୍ୟାଳୟ ର ହଷ୍ଟେଲ ରୁ ଏକା ସଙ୍ଗ ରେ ୨୨୫ ଜଣ ବିଦ୍ୟାର୍ଥୀ କରୋନା ପିଜେଟିଭ ବାହାରି ଛନ୍ତି । 

 

ତେବେ ଏହି ବିଦ୍ୟାଳୟ ରେ ୨୨୯ ଜଣ ଚିନ୍ହଟ ହୋଇଥିବା ବେଳେ ୨୨୫ ଜଣ ଛାତ୍ର ଛାତ୍ରୀ ଏବଂ ୪ ଜଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀ କରୋନା ପିଜେଟିଭ ଚିନ୍ହଟ ହୋଇଛନ୍ତି । ତେବେ ଏହି ଜିଲ୍ଲା ରେ ଥିବା ବିଦ୍ୟାଳୟ ରେ ପାଖ ଜିଲ୍ଲା ବିଶେଷ କରି ଜବତ ମାଲ ଅଞ୍ଚଳ ରୁ ବହୁତ ପିଲା ପଢ଼ୁଥିବା ର ସୂଚନା ମିଳୁଛି । ତେବେ ଏହାକୁ ନଜର ରେ ରଖି ସ୍ଥାନୀୟ ଅଞ୍ଚଳ କୁ ସଟଡାଉନ କରା ଯାଇଛି । ଏବଂ କରୋନା ଗାଇଡ଼ ଲାଇନ କଡାକଡୀ କରିବା ପାଇଁ ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *