ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କେଉଁ କେଉଁ ରୋଗ ଥିଲେ ଆପଣ କରୋନା ଟୀକା ନେଇ ପାରିବେ ନାହିଁ ,ସେ ବିଷୟରେ କହିବାକୁ ଯାଉଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ତ କରୋନା ର ଭୟା ବହତା ବିଷୟରେ ଭଲ ଭାବେ ଜାଣିଥିବେ । ତେବେ ଏହା ଦ୍ୱାରା କେତେ ଜୀବନ ଯାଇଛି ତାହାର ଠିକ ଠିକଣା ନାହିଁ । କିନ୍ତୁ ବର୍ତ୍ତମାନ କରୋନା କୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଟୀକା ଆସିଗଲାଣି । ତେବେ ସେ ଟୀକା କେତେ ଭଲ ଆଉ କେତେ ଖରାପ କଣ ଆପଣ ଜାଣିଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ଏହି ଟୀକା କେଉଁ ରୋଗ ଥିବା ବ୍ୟକ୍ତି ନେଇ ପାରିବେ ଆଉ କିଏ ନେଇ ପାରିବେ ନାହିଁ ।
ଯଦି ଜାଣିନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସବୁ ଜାଣିପାରିବେ। ତେବେ ଏହି ଟୀକା ସାଧାରଣତଃ HIV ଭୁତାଣୁ ଥିବା ବ୍ୟକ୍ତି,ଡାଇବେଟିସ ରେ ଅଧିକ ଆକ୍ରାନ୍ତ ଥିବା ବ୍ୟକ୍ତି,ତଥା କ୍ୟାନ୍ସର ହୋଇଥିବା ବ୍ୟକ୍ତି ମାନେ ନେଇ ପାରିବେ ନାହିଁ । ବୋଲି ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ନ୍ୟୁଜ ରେ ଉପସ୍ଥାପନା କରାଯାଇଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।