ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କରୋନା ଠାରୁ ଆହୁରି ଆସିବ ବଡ ରୋଗ । ଯାହା ପ୍ରତ୍ୟେକ ପୃଥିବୀ ବାସୀ ଙ୍କୁ ଥରହର କରିଦେବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ କରନା ଯେଉଁଭଳି ଭାବେ ବିଶ୍ୱ ରେ ଛାର ଖାର କରିଦେଇଛି । ସେହିଭଳି ଭାବେ ଆଉ ଏକ ରୋଗ ବିଶ୍ୱ ଉପର କୁ ମାଡି ଆସୁଛି । ତେବେ ବର୍ତ୍ତମାନ ବିଶ୍ୱ ର ଜଣେ ବିଖ୍ୟାତ ବୈଜ୍ଞାନିକ ଜିନ ଯାକ ମହିମୋ ତାମ୍ବ ଯିଏକି ଇବୋଲା ଭଳି ଭାଇରସ ର ପ୍ରଥମେ ଆବିଷ୍କାର କରିଥିଲେ ।
ସେ ୧୯୭୬ ମସିହାରେ ସର୍ବ ପ୍ରଥମେ ମଣିଷ ଶରୀର ରେ ଇବୋଲା ଭାଇରସ ର ଉପସ୍ଥିତି ସମ୍ପର୍କରେ ଜଣାଇ ଥିଲେ । ଏହା ପରେ ସେ ଆଫ୍ରିକା ର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ ରୁ ବାହାରି ଥିବା ବିଭିନ୍ନ ଭାଇରସ ଉପରେ ଗବେଷଣା କରିବା ସହ । ଏହାର ଉପସ୍ଥିତି ମଣିଷ ଶରୀର ରେ ମଧ୍ୟ ହୋଇପାରେ ।
ଏହା ଜିନ କହିବା ସହ ତାହା ଭବିଷ୍ୟତ ରେ ଆହୁରି ଆଧିକ ପରିମାଣ ରେ ଏହା ମଣିଷ ଶରୀର ଉପରେ ପ୍ରଭାବ ପକାଇ ବ ବୋଲି କହିଛନ୍ତି ବୈଜ୍ଞାନିକ ଜିନ । ଯାହା ଆଗାମୀ ଭବିଷ୍ୟତ ରେ କରନା ଠାରୁ ଆହୁରି ଭୟାନକ ଏବଂ କ୍ରିୟାଶୀଳ ହେବ ବୋଲି ସେ କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।