କରନ୍ତୁ ଏହି ଉପାୟ ହୋଇଯିବେ କରଜ ରୁ ମୁକ୍ତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଆପଣ ମାନେ ଏହି ସବୁ ଉପାୟ ମାନ କଲେ ସହଜ ରେ ଏବଂ ସରଳ ରେ ନିଜର କରଜ ରୁ ମୁକ୍ତି ପାଇ ପାରିବେ।  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆପଣ ମାନେ ବର୍ତ୍ତମାନ ର କରନା ପରିସ୍ଥିତି କୁ ଭଲ ଭାବେ ଜାଣିଥିବେ । 

 

ଆହୁରି ମଧ୍ୟ କରନା ଯୋଗୁଁ ଲୋକ ମାନେ ହେଇଥିବା ହନ୍ତ ସନ୍ତ ସେ ବିଷୟରେ ମଧ୍ୟ ଜାଣିଥିବେ । ଏଭଳି ସ୍ଥଳେ କିଛି ଲୋକ ମାନେ ନିଜର ଅଭାବ କୁ ପୁରଣ କରିବା ପାଇଁ ବହୁତ ଗୁଡିଏ ଧାର ଉଦ୍ଧାର କରିଦେଇଛନ୍ତି । ତେବେ ଯଦି ଆପଣ ଆପଣଙ୍କ ଉଦ୍ଧାର କିମ୍ବା କରଜ ରୁ ମୁକ୍ତି ପାଇବା ପାଇଁ ଚାହଁଉଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି କାର୍ଯ୍ୟ କରନ୍ତୁ । ଦେଖିବେ ଆପଣ ଆପଣଙ୍କ କରଜ ବହୁତ ଶୀଘ୍ର ସୁଝି ପାରିବେ ।

 

ଆପଣ ଗୋଟେ ନାଲି ରଙ୍ଗ ର ମାଟି କଳସ ନିଅନ୍ତୁ । ଏହି କଳସ ରେ ଟଙ୍କିକିଆ କଏନ ରଖନ୍ତୁ ଓ ଏହା ପରେ ସେହି କଳସ ଭିତରେ ପାଣି ଭର୍ତି କରନ୍ତୁ । ଏହା ପରେ କଳସ ବାମ ହାତରେ ନେଇ ଡାହାଣ ହାତରୁ କଳସ ଘୋଡାଇ ଦିଅନ୍ତୁ । ଏହା ପରେ ଆପଣ କଳସ ନେଇ କୌଣସି ସୁନସାନ ଜାଗାକୁ ଯାଆନ୍ତୁ ।

 

ରାସ୍ତା ସାରା ଏହା କହି କହି ଯାନ୍ତୁ ମୋର ୨ – ୩ ମାସ ରେ ସବୁ କରଜ ସମାପ୍ତ ହୋଇ ଯାଇଛି ମୁଁ କରଯ ମୁକ୍ତ ଅଟେ । ଏହା ପରେ କଳସ କୌଣସି ଗଛ ମୂଳରେ ରଖୀ ସିଧା ଘରକୁ ଆସନ୍ତୁ ଓ କାହା ସହ କଥା ହୁଅନ୍ତୁ ନାହିଁ । ଏହି ଉପାୟ ଆପଣ ଅମାବାସ୍ୟା ଦିନ କରନ୍ତୁ ଦେଖିବେ କିଛି ସମୟ ଭିତରେ ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ ।

 

  ତେବେ ଆପଣଙ୍କ ଉପରେ ଯଦି ବହୁତ ଅଧିକ କରଜ ହୋଇ ଯାଇଛି ତେବେ ଆପଣଙ୍କୁ ଅନ୍ଧ ବା ବିକଳାଙ୍ଗ ଲୋକଙ୍କୁ ଗୋଲାପ ଯାମୁନ ଖାଇବାକୁ ଦବା ଉଚିତ । ଏହି ଉପାୟ ମଧ୍ୟ ଆପଣ କେବଳ ଶନିବାର ଦିନ କରିବେ ଓ ଆପଣଙ୍କ କ୍ଷମତା ଅନୁଯାଇ ଆପପନ ଗୋଲାପ ଯାମୁନ ବାଣ୍ଟି ପାରିବେ ।

 

ଏହି ଦୁଇଟି ଉପାୟ କରନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣ କରଜ ରୁ ମୁକ୍ତି ପାଇବେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *