କରୋନା ପାଇଁ ଆଗାମୀ ଏହି ୬ ଟି ପର୍ବ ପର୍ବାଣୀ ଉପରେ ରୋକ ଲାଗିଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ SRC ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଓଡ଼ିଶାରେ କରୋନା ଏକ ଦୁତୀୟ ଷ୍ଟ୍ରେନ ଆରମ୍ଭ ହୋଇସାରିଲାଣି । ତେବେ ଏହି ଷ୍ଟ୍ରେନ କୁ ଦୃଷ୍ଟି ରେ ରଖି SRC ପକ୍ଷରୁ ଏକ ନୂତନ ଗାଇଡ଼ ଲାଇନ ଜାରି କରାଯାଇଛି । ତେବେ ଏହି ଗାଇଡ଼ ଲାଇନ ଅନୁସାରେ ରାଜ୍ୟ ରେ ୬ ଟି ପର୍ବ ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । 

 

ତେବେ ସେହି ପର୍ବ ପର୍ବାଣୀ ଗୁଡିକ ହେଲା ଗୁଡ଼ ଫ୍ରାଇଦେ , ଇଷ୍ଟର, ପଣା ସଂକ୍ରାନ୍ତି , ରାମ ନବମୀ ,ଦଣ୍ଡ ଯାତ୍ରା , ଝାମୁ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ତେବେ ଏହି ପର୍ବ ଗୁଡିକୁ ଘରେ ନିଜ ପରିବାର ଲୋକ ମାନଙ୍କ ସହିତ ମନାଇବା ପାଇଁ ସରକାର ଙ୍କ ପକ୍ଷରୁ ନିର୍ଦେଶ ଆସିଛି । ଏଥିରେ କୌଣସି ସ୍ଥାନ ରେ ଲୋକ ମାନେ ଏକାଠି ନ ହେବା ପାଇଁ ଜାରି କରାଯାଇଛି ଗାଇଡ଼ ଲାଇନ । ନମାନିଲେ ଆଦାୟ କରାଯିବ ମୋଟା ଅଙ୍କର ଫାଇନ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *