କରୋନା ଭଳି ମହାମାରୀ ସମୟରେ ଆଲିଆ ଯେତେ କମାଇଛନ୍ତି ଜାଣିଲେ ଆପଣଙ୍କ ହୋସ ଉଡିଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ୨୦୨୦ କରୋନା ଭଳି ମହାମାରୀ ସମୟରେ ଆଲିଆ କେତେ ଟଙ୍କା କମାଇଛନ୍ତି ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ବଲିଉଡ ର କିଛି ଗୁପ୍ତ କଥା କହିବାକୁ ଯାଉଛୁ । ତେବେ ଆପଣ ମାନେ ଜାଣିଥିବେ କରୋନା ଭଳି ମହାମାରୀ ସମୟରେ ବଲିଉଡ ର ବହୁ ମହାନ ମହାନ କଳାକାର ନିଜର ପ୍ରାଣ ତ୍ୟାଗ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଟଙ୍କା ର ଅଭାବ କାରଣରୁ ବଲିଉଡ ଛାଡି ନିଜ ଗାଁ କୁ ମଧ୍ୟ ଚାଲି ଯାଇଛନ୍ତି ।

 

 ତେବେ ଏଭଳି ସ୍ଥଳେ ବହୁ କଳାକାର ମଧ୍ୟ ନିଜ ଆଶା ଠାରୁ ଅଧିକ ସମ୍ପତି କମେଇଛନ୍ତି।  ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିଆ ଭଟ୍ଟ ତେବେ ଏହି କରୋନା ସମୟରେ ସେ ଏକମାତ୍ର ଅଳ୍ପ ବୟସର ହିରୋଇନ ଯିଏ ୫୯.୭୬ କୋଟି ଟଙ୍କା   କମେଇଛନ୍ତି ।  ତେବେ ସେ ଏହି ସବୁ ଟଙ୍କା ସେ କେବଳ ବିଜ୍ଞାପନ ରୁ ହିଁ ପାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *