କରୋନା ର ଦ୍ୱିତୀୟ ଷ୍ଟ୍ରେନ ର ଲକ୍ଷଣ ଜାଣନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ ଆଜି ଆମେ ଜାଣିବା କରୋନା ର ଦ୍ୱିତୀୟ ଷ୍ଟ୍ରେନ ର ନୂଆ ଲକ୍ଷଣ କଣ ସବୁ ଆସନ୍ତୁ ଜାଣିବା ଏହି ଲକ୍ଷଣ ବିଷୟରେ । ଖବର ଟିକୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଠିକ ସେ ଜାଣିପାରିବେ….

ଆଜି କୁ ପ୍ରାୟ ୧ବର୍ଷ ବିତି ଯାଇଥିବା ବେଳେ କରୋନା କମିବାର ନା ନେଉନାହିଁ ପରିସ୍ଥିତି ଯଦି ଓ ଟିକି ଏ ସୁଧୁରୁଥିଲା ହେଲେ ଏବେ ଦିନକୁ ଦିନ ନୂଆ ଷ୍ଟ୍ରେନ ର ଭାଇରସ ସମସ୍ୟା କୁ ଜଟିଳ ଦିଗକୁ ତୀବ୍ରତର କଲାଣି । କିଛି ରାଜ୍ୟ ରେ ମଧ୍ୟ ଲକ ଡାଉନ ଜାରି ହେଲାଣି । ଆସନ୍ତୁ ଜାଣିବା ଏ ନୂଆ ଷ୍ଟ୍ରେନ ର ନୂଆ ଲକ୍ଷଣ ବିଷୟରେ ।

ନୂଆ ଷ୍ଟ୍ରେନ ର ଲକ୍ଷଣ :- ଦେହ ହାତ ଘୋଲା ବିନ୍ଧା ହେବ । ଥଣ୍ଡା ଜର ହେବ । ଦେହ ରେ କୁଣ୍ଡେଇ ହେଇ ଚର୍ମ ନାଲି ପଡିବ । ତଣ୍ଟି ମୂଳ ଦରଜ ହେବା । ଦେହ ହାତ ଅବସ ଲାଗିବା । ଦିନକୁ ୪/୫ ଥର ପତଳା ଝାଡା ହେବା । ନୂଆ ପ୍ରକାର ଚର୍ମ ରୋଗ ଦେହରେ ଦେଖା ଦେବ । ଏହି ପ୍ରକାର ର ଲକ୍ଷଣ ଦେଖା ଦେଲେ ଜାଣି ନେବେ ଯେ କରୋନା ର ଲକ୍ଷଣ ।

ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *