କର୍ପୂର କରିଦେବ ଧନୀ, ଏହାକୁ ଏହିଭଳି ବ୍ୟବହାର କରନ୍ତୁ ଘରେ ସମସ୍ତ ନକରାତ୍ମକ ଶକ୍ତି ର ନାଶ ହେବ । ଜାଣନ୍ତୁ କର୍ପୂର ବ୍ୟବହାର କରିବାର ୮ ଟି ଉପାୟ… 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ କର୍ପୂର ବ୍ୟବହାର କରି ଆପଣ ଆପଣଙ୍କ ଭାଗ୍ୟ କୁ ଚମକାଇ ପାରିବେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଆସନ୍ତୁ ଜାଣିବା କର୍ପୂର ବ୍ୟବହାର ର ୮ ଟି ଉପାଦେୟତା ।

 

(୧)କର୍ପୂର ବ୍ୟବହାର କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରାଇ ଦିଏ ନାହିଁ । 

(୨) କର୍ପୂର ଯଦି ଆପଣ ଘର ର ଏକ କୋଣ କିମ୍ବା ବାଥରୁମ ର ଏକ କୋଣ ରେ ରଖି ଦିଅନ୍ତି ତେବେ କାଳସର୍ପଦୋଷ ରୁ ମୁକ୍ତି ମିଳିପାରିବ । 

(୩)ବାହାଘର ନ ହେଉଥିଲେ କର୍ପୂର ର ରେ ହଳଦୀ ଆଉ ଚାଉଳ ମିଶାଇ ମା ଦୁର୍ଗା ଙ୍କୁ ପ୍ରତିଦିନ ପୂଜା କଲେ ବାହାଘର ହେବାର ସମ୍ଭବନା ଦେଖା ଦେଇଥାଏ ।

 

(୪)ଗାଧୋଇବା ୩୦ ମିନିଟ ପୂର୍ବରୁ କର୍ପୂର ଏବଂ ରନ୍ଧା ନଡ଼ିଆ ତେଲ ମିଶାଇ ଦେହ ରେ ମାଲିସ କରି ଗାଧାନ୍ତି ତେବେ ଦେହ ଚିକ୍କଣ ଦେଖାଦେବ ।

(୫) ଘରୁ ବାହାରି ଯାଉଥିବା ସମୟରେ ଯଦି ସ୍ତ୍ରୀ ସ୍ୱାମୀ ର ମୁଣ୍ଡ ଚାରିକର ଗୋଟିଏ କର୍ପୂର କୁ ୭ ଥର ବୁଲାଇ ଜାଳିଦିଏ।  ତେବେ ସେ କାର୍ଯ୍ୟ ରେ ସଫଳତା ମିଳିବାର ସମ୍ଭାବନା ବଢିଯାଏ ।

(୬) ଘରେ ଧନ ର ସମସ୍ୟା ଦେଖା ଦେଉଥିଲେ । କର୍ପୂର କୁ ଜାଳି ସକାଳେ ସନ୍ଧ୍ୟାବେଳେ ନିଜ ପଇସା ରଖୁଥିବା ସ୍ଥାନ ଚାରିକର ବୁଲାଇ ଦିଅନ୍ତୁ । ଦେଖିବେ ପଇସା ସମସ୍ୟା ଧୀରେ ଧୀରେ ଦୁରେଇ ଯିବ ।

 

(୭)ସ୍ତ୍ରୀ ସ୍ୱାମୀ ମଧ୍ୟରେ ଝଗଡା ହେଉଥିଲେ ଦୁଇଟି କର୍ପୂର କୁ ଶୋଇବା ପୂର୍ବରୁ ସ୍ତ୍ରୀ ତକିଆ ତଳେ ରଖି ଦିଅନ୍ତୁ ତେବେ ଘରେ ପ୍ରେମ ସମ୍ପର୍କ ବୃଧି ପାଇବ । 

(୮) ଯଦି ଘରେ ଯେଉଁ ସ୍ଥାନ ରେ ବାସ୍ତୁ ଦୋଷ ଦେଖା ଦେଉଛି ସେହି ସ୍ଥାନ ରେ ଦୁଇଟି କର୍ପୂର ରଖି ଦିଅନ୍ତୁ । ଏହା ଉଡ଼ିଗଲା ପରେ ସେହି ସ୍ଥାନରେ ଆଉ ଦୁଇଟି କର୍ପୂର ରଖି ଦିଅନ୍ତୁ ତେବେ ସମସ୍ତ ବାସ୍ତ ଦୋଷ ନଷ୍ଟ ହୋଇ ଯାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *