ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭୂମିକା କେଉଁ ଠାରେ ପଢୁଛନ୍ତି ଏବଂ କଲେଜ ଗଲା ବେଳେ ସେ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ତ ଓଲିଉଡ ର ସୁପରଷ୍ଟାର ଭୂମିକା ଦାସ ଙ୍କୁ ତ ଆପଣ ମାନେ ଭଲ ଭବରେ ଜାଣିଥିବେ । ତେବେ ଭୂମିକା ଦାସ ଓଲିଉଡ ସବୁଠାରୁ କୁନି ହିରୋଇନ ଭାବେ ଓଡ଼ିଶାର ଲୋକ ମାନେ ଜାଣିଛନ୍ତି । ତେବେ ସେ ତାଙ୍କର ଆକ୍ଟିଙ୍ଗ କରିବାର ଯେଉଁ ଇଚ୍ଛା ଶକ୍ତି ସାହାସ ଏବଂ ମନୋବଳ ଆଜି ତାଙ୍କୁ ଏଟେ କମ ବୟସରେ ଆଣି ଏଭଳି ଏକ ସ୍ଥାନ ରେ ପହଞ୍ଚାଇ ପାରିଛି ।
ତେବେ ସେ ଭୁବନେଶ୍ୱର ର ଏକ ଘରୋଇ କଲେଜ ରେ +2 ବିଜ୍ଞାନ ର ଦ୍ୱିତୀୟ ବର୍ଷ ର ଛାତ୍ରୀ । ତେବେ ସେ ଲକଡାଉନ ପରେ ଯେତେବେଳେ ପ୍ରଥମ ଥର ପାଇଁ କଲେଜ ଖୋଲିଲା ସେ କଲେଜ ଯାଇଥିଲେ । ତେବେ ଯିବା ବାଟରେ ନିଜ କଲେଜ ସାମ୍ନାରେ ଲୋକ ମାନଙ୍କ ଭିଡ଼ ଲାଗିଥିଲା । ତେବେ ସେହି ଭିଡ଼ ଯୋଗୁଁ ଭୂମିକା ଙ୍କୁ ହେବାକୁ ପଡିଥିଲା ବହୁତ ହଇରାଣ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।