କଲେଜ ଛାତ୍ରୀ ଙ୍କ ଚୋରାପ୍ରିତି ଭାଇରଲ ହେଲା ଭିଡ଼ିଓ । ଏହି ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା କଲେଜ ଛାତ୍ରୀ ରାସଲୀଳା ଭିଡିଓ ଭାଇରଲ ର । ପ୍ରଥମେ ଆସନ୍ତୁ କିଛି ଜାଣିନେଵା ଏହି ଭିଡ଼ିଓ ଟି କୁ ସମ୍ପୂର୍ଣ ପଢିଲେ ଭିଡ଼ିଓ ବିଷୟରେ ଜାଣିପାରିବେ ।

ଆଜିକାଲି ର ଯୁବପିଢି ଯେଉଁଭଳି ଭାବରେ ରାସ୍ତା ଘାଟ ସ୍ଥାନ କାଳ ପାତ୍ର ନଦେଖି ଚୋର ପୀରତି କରିବସୁଛନ୍ତି ତା ପରିନାମ ସେମାନେ ଏ ଭଳି ଭାବରେ ଭୋଗିବାକୁ ପଡୁଛି । ଆଜିର ଏହି ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ ଜଣେ କଲେଜ ଡ୍ରେସ ପିନ୍ଧିଥିବା ଛାତ୍ରୀ ଗୋଟିଏ ପରିଣତ ବୟସ ଲୋକ ସହିତ ରାସଲୀଳା କରୁଥିବା ବେଳେ ….

କିଛି ଯୁବକ ମୋବାଇଲ ମାଧ୍ୟମରେ ଏହାକୁ ରେକର୍ଡ କରିଥିଲେ ପରେ ଏହାକୁ ସୋସିଆଲ ମିଡ଼ିଆ ଇଉଟୁବ ରେ ଭାଇରଲ କରିଛନ୍ତି । ଏହି ଭିଡ଼ିଓ କରିବା ବେଳେ ଝିଅ ଟି ତା ମୁଁହ ଲୁଚାଇ ଦେଇଥିଲା । ଆମେ ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଯୁବପିଢି ମାନଙ୍କୁ ଅନୁରୋଧ କରୁଛୁ ଯେ ଏ ଭଳି ସର୍ବ ସାଧାରଣ ସ୍ଥାନ ରେ ଦୟାକରି ଏପରି କରନାହିଁ । ନହେଲେ ଟିକେ ଖୁସି ର ମୂଲ୍ୟ ଆପଣଙ୍କୁ ଏ ଭଳି ଦେବାକୁ ପଡିବ । ଯୁବପିଢି ମାନଙ୍କୁ ସଚେତନ କରିବା ପାଇଁ ଏହି ଭିଡ଼ିଓ ଟି ଆମେ ଆପଣମାନଙ୍କୁ ଦେଖାଉଛୁ । କେହି ଖରାପ ଅର୍ଥ ରେ ନେବେନାହିଁ । ଏ ଭିଡ଼ିଓ ଟି କେଉଁଠିକାର ଆମେ ଜାଣିନାହୁଁ । ଆସନ୍ତୁ ଦେଖିବା ଏହି ଭାଇରଲ ଭିଡ଼ିଓ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *