କଲେଜ ଛାତ୍ରୀ ଙ୍କ ପାଇଁ ଯୁବକ କରି ବସିଲେ କିଛି ଏମିତି…. ଭିଡ଼ିଓ ହେଲା ଭାଇରଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଯୁବକ ଜଣେ କଲେଜ ଛାତ୍ରୀ ଙ୍କ ଠାରୁ ଧୋକା ଖାଇ ସାରିବା ପରେ ତାଙ୍କର ରାଗ କିଭଳି ସେହି ଝିଅ ଉପରେ ସୁଝାଉଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ପ୍ରେମ ସେକ୍ସ ଏବଂ ପରେ ଧୋକା ଆଜିକାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ସାଧାରଣ କଥା ହୋଇ ଯାଇଛି ।  ତେବେ ବର୍ତ୍ତମାନ ଓଡ଼ିଶାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଯେଉଁଥିରେ ଜଣେ ପୁଅ ଜଣେ କଲେଜ ଛାତ୍ରୀ ର ଗାଲ କୁ ଏକ ଶକ୍ତ ଚାପୁଡ଼ା ମାରୁଚି । ତେବେ ଏହି ଚାପୁଡ଼ା ମାରିବାର କାରଣ ହେଉଛି କି ଉଭୟ ପୁଅ ଝିଅ ପରସ୍ପର କୁ ଭଲ ପାଉଥିଲେ । 

 

ତେବେ ପରବର୍ତ୍ତୀ ସମୟରେ ଝିଅ ଟି ନିଜର ସମସ୍ତ ସ୍ୱାର୍ଥ ହାସଲ କରି ସାରିବା ପରେ ପୁଅ କୁ ଧୋକା ଦେଇଥିଲା । ଏହି କଥା ରେ ଉତକ୍ଷିପ୍ତ ହୋଇ ପୁଅଟି ଝିଅର କଲେଜ ଆଗରେ ଝିଅ କୁ ମାରିବା ସହ ଯେତେ ଟଙ୍କା ଝିଅ ଟି ନେଇଛି ସବୁ ଟଙ୍କା ପୁଅଟି ତାକୁ ମାଗିଛି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *