କଲେଜ ଛାତ୍ରୀ ମାନଙ୍କ ରାସ୍ତା ଉପରେ ଭିଡ଼ିଓ ହେଲା ଭାଇରାଲ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି କଲେଜ ଛାତ୍ର ଛାତ୍ରୀ ମାନଙ୍କ ରାସ୍ତା ଉପରେ ଯାହା କରୁଥିଲେ ସେ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହୋଇଛି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ପ୍ରେମ ଦିବସ ମାନ ଚାଲିଛି । ଏହା ଛଡା ଏହି ମାସ କୁ ମଧ୍ୟ ପ୍ରେମ ର ମାସ ବୋଲି କୁହାଯାଇଥାଏ । ତେବେ ଏହି ମାସ ରେ ପ୍ରେମ ର ବହୁ ଦିନ ସବୁ ପଡିଥାଏ । ଯେଉଁଥିରେ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ସମସ୍ତ ବ୍ୟକ୍ତି ନିଜର ପ୍ରେମୀ ଙ୍କ ହୃଦୟ ଜିତିବାକୁ କିଛି ନା କିଛି କରିଥାନ୍ତି । କିନ୍ତୁ କେତେଟା ପିଲା ବା ଲୋକମାନେ ଅଛନ୍ତି ଏହି ଦିନ ଗୁଡିକୁ ନିଜର ଶାରୀରିକ ସମ୍ପର୍କ ର ଦିନ ବୋଲି ଭାବି କେବଳ ଖରାପ କାମ କରିବା ପାଇଁ କେବଳ ମନାଇଥାଆନ୍ତି । 

 

ତେବେ ସେହିଭଳି ଏକ ଭିଡିଓ ଭାଇରାଲ ହୋଇଛି ଏକ କଲେଜ ର । ତେବେ ଏହି କଲେଜ ର ଛାତ୍ର ଛାତ୍ରୀ ମାନେ ରାସ୍ତା ଉପରେ ଠିଆ ହୋଇ କିଛି ବାଡ଼ ବତା ନମାନି ପରସ୍ପର କୁ ରାସ୍ତା ଉପରେ ଠିଆ ହୋଇ ମୁହଁକୁ ମୁହଁ ଯୋଡି କିସ କରୁଛନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *