କଲେଜ ଛାତ୍ରୀ ସହ ଏଭଳି କିଛି କଲେ ଅଟୋବଲା । ତେବେ ଆପଣ ଜାଣିଲେ ଆଶ୍ଚଯ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ କଲେଜ ଛାତ୍ରୀ ସହ ଏଭଳି କିଛି କଲେ ଅଟୋବଲା । ତେବେ ଆପଣ ଜାଣିଲେ ଆଶ୍ଚଯ ହୋଇଯିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଏଭଳି ଘଟଣା ଶୁଣିଲେ ରାଗ ଲାଗୁଥିଲେ ବି ଏହି ଘଟଣା ଟି ହେଉଛି ସତ୍ୟ ଅଟେ । ତେବେ ଆପଣଙ୍କୁ କହିବାକୁ ଚାହୁଁଚି ଯେ ଏହି ଘଟଣା ଶୁଣିଲେ ଆପଣଙ୍କ ର ରୁମ ତାଙ୍କୁରି ଉଠିବ। ତେବେ ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ତେବେ ଗତ ବୁଧୁବାର ଦିନ ସେଠାରେ ଏକ ଅଟୋଚାଳକ  ଏକ ଝିଅ ଆଣିଲା । ସେ ତାକୁ ଆଣିଲା ବେଳେ ସେହି ଅଟୋ ରେ ଆଉ ଜଣେ ପୁଅ ବସିଥିଲା । ଏହାର କିଛିବାଟ ଗଲା ପରେ ଆଉ ଜଣେ ପୁଅ ଆସି ସେ ଅଟୋ ବସିଲା । ତେବେ ସେ ଝିଅଟି ପୁଅ ଦୁୟ ମଝିରେ ରହିଗଲା ।

 

 ଏହା ପରେ ଅଟୋ ଚାଳକ ଆଉ ସେହି ଅଟୋରେ ବସିଥିବା ତାର ଦୁଇ ସହଯୋଗୀ ଝିଅକୁ କଲେଜ ଯିବା ବଦଳରେ ସେହି ଝିଅ କୁ ଜୋର ଜବରଦସ୍ତ କରି ଏକ ସୁନସାନ ପାହାଡ଼ ଉପରକୁ ନେଇ ଯାଉଥିବା ବେଳେ ଏକ ଝିଅ ଦେଖିଲା ଏବଂ ସ୍ଥାନୀୟ ଅଞ୍ଚଳ କିଛି ଲୋକ ମାନଙ୍କୁ ନେଇ ସେହି ପାହାଡ଼ ଉପରେ ପହଁଚିଲା । ତେବେ ଝିଅ ଟି କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମ ବସି ମାନେ ତାକୁ ବଞ୍ଚାଇ ଦେବା ସହ ସେହି ଅଟୋଚାଳକ ର ଗାଡି ପୋଡି ଦେଲେ ଏବଂ ଅନ୍ୟ ଦୁଇ ପିଲାଙ୍କୁ ବାନ୍ଧି ପକାଇ ପୋଲିସ ର ଜିମା ଦେଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *