କଲେଜ ଛାତ୍ର ଛାତ୍ରୀ ରାସ୍ତା ଉପରେ ହେଲେ ବାହା , ଭିଡ଼ିଓ ହେଲା ଭାଇରାଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି କଲେଜ ପଢୁଆ ଦୁଇ ଜଣ ଛାତ୍ରଛାତ୍ରୀ ପରସ୍ପର କୁ ରାସ୍ତା ଉପରେ ବିବାହ କରିଥିଲେ ସେ ବିଷୟରେ କହିବାକୁ ଯାଉଛୁ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ପ୍ରେମ ଦିବସ ମାନ ଚାଲିଛି । ଏହା ଛଡା ଏହି ମାସ କୁ ମଧ୍ୟ ପ୍ରେମ ର ମାସ ବୋଲି କୁହାଯାଇଥାଏ । ତେବେ ଏହି ମାସ ରେ ପ୍ରେମ ର ବହୁ ଦିନ ସବୁ ପଡିଥାଏ । ଯେଉଁଥିରେ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ସମସ୍ତ ବ୍ୟକ୍ତି ନିଜର ପ୍ରେମୀ ଙ୍କ ହୃଦୟ ଜିତିବାକୁ କିଛି ନା କିଛି କରିଥାନ୍ତି । ତେବେ ଏଭଳି କିଛି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ନିଜର ପ୍ରେମୀ କୁ ପାଇବା ପାଇଁ ବିବାହ ମଧ୍ୟ କରିଦେଇ ଥାଆନ୍ତି । 

 

ତେବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ରାସ୍ତା ଉପରେ  କଲେଜ ଛାତ୍ର ଛାତ୍ରୀ ଠିଆ ହେବା ସହ ଛାତ୍ର ଜଣକ ଛାତ୍ରୀ ଙ୍କ ମୁଣ୍ଡରେ ପିନ୍ଧାଇଥିଲା ସିନ୍ଦୂର ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ସହ ପେପର ରେ ମଧ୍ୟ ସେମାନଙ୍କ ଫୋଟୋ ବାହାରିଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *