କଲେଜ ଯିବା ବାଟରେ କରୁଥିଲେ ରାସଲୀଳା । ଭିଡ଼ିଓ ହେଲା ଭାଇରଲ ଦେଖ….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଆ ଖବର ପୋର୍ଟାଲ କୁ ଆଜି ଦେଖିବା ଆଉ ଏକ ଲଜ୍ୟା ର ଘଟଣା କୁ ଦୁଇ ପ୍ରେମୀ ଯୁଗଳ ରାସ୍ତା କଡରେ ରାସଲୀଳା କରୁଥିଲେ ଯେତେବେଳେ ଧରା ପଡ଼ାଗଲେ କଣ ହେଲା ଯାଣନ୍ତୁ । ଆସନ୍ତୁ ଭିଡ଼ିଓ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ ଜାଣି ନେବା …..

ଟିକେ ଦେହର ଭୋକ ପାଇଁ ସମ୍ପର୍କ ସ୍ଥାନ କାଳ ପାତ୍ର ସବୁ ଭୁଲିଯାଉଛନ୍ତି ଯୁବକ ଯୁବତୀ । ଯୁବକ ସମାଜ ଆଜି ଏତେ ବିଗିଡି ଗଲାଣି ଯେ ଭାଇ ଭଉଣୀ ବି ଏବେ ଦୈହିକ ସଂପର୍କ ରଖିବାକୁ ପଛାଉ ନାହାନ୍ତି । ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କ କୁ ବି ଏମାନେ କାମନା ବାସନା ରେ ଦଳି ଦେଉଛନ୍ତି । ଆଜି ଯେଉଁ ଘଟଣା ଟା ଆମେ ଆପଣ ଙ୍କୁ କହିବୁ ତାହା କେଉଁଠିକାର ଆମେ ଜାଣିନାହୁଁ କିନ୍ତୁ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ….

ଯେତେବେଳେ ଏହି ପ୍ରେମୀ ଯୁଗଳ ଧରପଡିଲେ ରାସ୍ତା କଡରେ ଏହି ଯୁବତୀ କଲେଜ ୟୁନିଫର୍ମ ରେ ଥିଲେ । ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଯେ ଏଠାରେ ତୁମେ କଣ କରୁଥିଲା । ଯୁବତୀ ଜଣଙ୍କ ସାଙ୍ଗରେ ଥିବା ଯୁବକ କୁ ଭାଇ କହିଥିଲେ । ସେମାନେ ପଚାରିଥିଲେ ଭାଇ ଯଦି ତାହେଲେ ଏଠି କଣ କରୁଥିଲ ଏହି ପରି ଭାବରେ ତାଙ୍କୁ ଧରିଥିଲେ ଓ ତାଙ୍କ ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରର ଭାଇରଲ କରିଥିଲେ……

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *