ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ କଲେଜ ଛାତ୍ରୀ ମାନେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯେଉଁଠି ପାଇଁ ସେ କଲେଜ ରେ ଆଉ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବିଦ୍ୟାଳୟ ହେଉଛି ଏକ ବିଦ୍ୟାର ଭଣ୍ଡାର । ପିଲା ମାନେ ସେଠାକୁ ଯାଆନ୍ତି ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ । କିନ୍ତୁ ଆହୁରି ଅନେକ ପିଲା ଅଛନ୍ତି ଯେଉଁମାନେ କଲେଜ ଯାଆନ୍ତି ବିଦ୍ୟା କୁ ଚଡି ଅନ୍ୟ ସମସ୍ତ କାର୍ଯ୍ୟ କରିବ ପାଇଁ । ତେବେ ଏହା କାଲି ପୁଅ ପିଲା ନୁହେଁ ଝିଅ ପିଲା ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେବରେ ଲାଗିଛି ।
ଯେଉଁଥିରେ ଝି ମାନେ କଲେଜ ଯାଇ ସେଠାରେ ସେମାନେ କ୍ଲାସ କରିବା ବଦଳରେ ମଦ ପିଇବାରେ ବ୍ୟସ୍ତ ହୋଇଛନ୍ତି । ତେବେ ଏହାକୁ ସେମାନଙ୍କ ମଧ୍ୟରୁ ଜଣେ କେହି ଶୁଟିଂ କରିବା ସହ ଏହାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରାଇଛି । ଝିଅ ମାନେ ମଦ ପିଇବା ଖରାପ କଥା ନୁହେଁ କଲେଜ ଯିବା ସମୟରେ ପିଇବା ହେଲା ବହୁତ ଖରାପ କଥା । ତେବେ ଏହା ଠିକ କି ଭୁଲ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।