କାଠ ଗଡ଼ାରେ କୁକୁଡ଼ା , କୋର୍ଟ ଙ୍କ ନିଷ୍ପତି କୁ ଅପେକ୍ଷା …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଜଣେ କୁକୁଡ଼ା ନିଜର ଅପରାଧ ପାଇଁ କୋର୍ଟ ର କାଠ ଗଡ଼ାରେ ଠିଆ ହୋଇଛି ଏକ କୁକୁଡ଼ା ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏ କଥା ତା ସତରେ ଅବିଶ୍ୱାସ ଲାଗୁଥିଲେ ବି ସତ୍ୟ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ରେ । ତେବେ ସେଠାରେ ଏଭଳି ଅଭାବନୀୟ ଘଟଣା ବିଷୟରେ ଯିଏ ବି ଶୁଣୁଛି ସେ ବିଶ୍ୱାସ କରି ପାରୁନି । ତେବେ ଘଟଣା ଟି ହେଲା ଏପ୍ରକାର କି ତେଲେଙ୍ଗାନା ରେ ପୋଙ୍ଗଲ ର ପର୍ବ ଚାଲୁଥିବା ବେଳେ ସେଠାରେ କିଛି ଜୁଆଡ଼ି ମାନେ ପର୍ବ ର ମଜା ଉଠାଇବା ପାଇଁ  ମଦ ପିଇବା ସହ ଜୁଆ ଖେଳ ଚାଲିଥିଲା ଯେଉଁଥିରେ ସେମାନେ କୁକୁଡ଼ା କୁ ନେଇ ପରସ୍ପର ମଧ୍ୟରେ  ଲଢେ଼ଇ କରୁଥିଲେ ଏବଂ ଏହି କୁକୁଡ଼ା ମାନଙ୍କ ଉପରେ ଟଙ୍କା ଲଗାଉଥିଲେ । 

 

ତେବେ ଏହି କୁକୁଡ଼ା ଙ୍କୁ ପୋଲିସ ସିଜ କରିବା ସହ ସେଠାରେ ଜୁଆ ଖେଳୁଥିବା ଲୋକଙ୍କୁ ଗିରଫ କରିଛନ୍ତି । ତେବେ ଏହି କୁକୁଡ଼ା କୁ ବର୍ତ୍ତମାନ ପୋଲିସ ନେଇ  ଯାଇଥିବା ବେଳେ ଏହି କେସ ବର୍ତ୍ତମାନ କୋର୍ଟ ରେ ଚାଲୁଅଛି । ତେବେ ଏହି କେସ ସମାଧାନ ହେବା ପରେ କୁକୁଡ଼ା ଙ୍କୁ ନିଲାମ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *