କାଳିଆ ମୂର୍ତ୍ତୃ ରେ ନୂଆମୋଡ । ଭୟଙ୍କର ବୟାନ ଦେଲେ ମୂର୍ତ କାଳିଆ ର ମା….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡ଼ିଆ ଖବର କୁ ଆଜି ଆମେ ଜାଣିବା ବହୁ ଚର୍ଚ୍ଚିତ କାଳିଆ ର ମୂର୍ତ୍ତୃ ଘଟଣା କୁ ନେଇ ଏ ଘଟଣା ରେ ଏକ ଅଲଗା ମୋଡ ନେବାକୁ ବସିଛି ।

ଜୋଡମୁଣ୍ଡ ଦୁଇ ଭାଇ କାଳିଆ ବଳିଆ ଅପେରସନ ପରେ ସାରା ଓଡ଼ିଶାରେ ରେ ଚର୍ଚ୍ଚା ଥିଲେ । ଜୋଡମୁଣ୍ଡ ଦୁଇଭାଇ ଙ୍କ ଅପେରସନ କଟକ ମେଡିକାଲ ପାଇଁ ଏକ ଅପୂର୍ବ ସଫଳତା ଆଣିଦେଇଥିଲା । ହେଲେ ସେହି କଟକ ମେଡିକାଲ ରେ କାଳିଆ ର ମୂର୍ତ୍ତୃ ହୋଇଛି । ସାରା ଓଡିଶା ଲୋକଙ୍କ ଆଖିରୁ ଲୁହ ବାହାରିଛି । ଯେତେବେଳେ କାଳିଆ ର ମୂର୍ତ୍ତୃ ଘଟିଥିଲା ସେତେବେଳେ ଡାକ୍ତର ମାନେ କହିଥିଲେ ଯେ ସେମାନେ ବହୁତ ଚେଷ୍ଟା କରିଥିଲୁ….

ହେଲେ କାଳିଆ କୁ ଆମେ ବଞ୍ଚେଇ ପରିଲୁନି ହେଲେ କାଳିଆ ର ମା ଆଜି ମିଡ଼ିଆ ସାମ୍ନା ରେ କହିଛନ୍ତି କାଳିଆ ର ଦେହ ସିରିଅସ ଶୁକ୍ରବାର ଠାରୁ ହେଲାଣି ଆମେ ଡାକ୍ତର କୁ ଜଣେଇ ଥିଲୁ ହେଲେ ଡାକ୍ତର ଦେଖିବା ଦେଖିବା କହି ଅଣହେଳା କରିଥିଲେ । ଯେତେବେଳେ କାଳିଆ ର ଦେହ ଅତନ୍ତ୍ୟ ଖରାପ ହେଲା ସେତେବେଳେ ସବୁ ଡାକ୍ତର ଚେଷ୍ଟା କରିଥିଲେ । ଯଦି ସେହି ଚେଷ୍ଟା ଆଗରୁ କରିଥାନ୍ତେ ହୁଏତ କାଳିଆ ବଞ୍ଚି ଯାଇଥାନ୍ତା । କାଳିଆ ର ମା ଡାକ୍ତର ଙ୍କ ଅଣହେଳା ପାଇଁ କାଳିଆ ର ମୂର୍ତ୍ତୃ ହୋଇଥିବାର କହିଛନ୍ତି ପରୋକ୍ଷ ଭାବରେ କହିଛନ୍ତି । ଏବେ ଏହି ଘଟଣା ପୁରା ଚର୍ଚ୍ଚା ରେ

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *