କାହିଁକି ମୁଣ୍ଡକୁ ଆସିଥାଏ ଖରାପ ଚିନ୍ତାଧାରା ଓ କିପରି କରିବା ଏହାର ପ୍ରତିକାର ଯାଣନ୍ତୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ମୁଟିଭ୍ରେସନ ଖବର ନେଇ ଆସିଚୁ ଯାହା ଜାଣିବା ନିହାତି ଆବଶ୍ୟକ । ବନ୍ଧୁ ଗଣ ମନ କାହିକି ଖରାପ୍ କାମ କରିବା ପାଇଁ ବାଧ୍ୟ କରେଇ ଥାଏ । 

 

ବନ୍ଧୁଗଣ ଆଜିର ଯୁବ ପିଢ଼ି ବିଭିନ୍ନ ପ୍ରକାର ର ଖରାପ୍ କାମ କରି ପଥଭ୍ରଷ୍ଟ୍ ହେଉଛନ୍ତି ସେମାନେ ତାଙ୍କ ମନ କୁ ଜମା ନିୟନ୍ତ୍ରଣ କରିପାରନ୍ତି ନାହିଁ । ତାଙ୍କର ମନ ଯେତେବେଳେ ଯାହା କହୁଚି ସେମାନେ କରୁଛନ୍ତି । ଏଭଳି ଖରାପ୍ ଚିନ୍ତା ଧାରା ଖରାପ୍ ଭାବନା କେମିତି ଆମ ମୁଣ୍ଡ ରୁ ଯିବା ଆସନ୍ତୁ ଜାଣିବା ମୋଟିଭେଷ୍ଣାଲ୍ ସ୍ପୀକର ଙ୍କ ଦ୍ଵାରା କୁହା ଯାଇଥିବା କିଛି କଥା ।

 

ବନ୍ଧୁଗଣ ଆସନ୍ତୁ ଜାଣିବା ଆମ ମୁଣ୍ଡ କୁ କାଇଙ୍କି ଖରାପ୍ କଥା ଆସିଥାଏ । 

ଆପଣ ମାନେ ଜାଣିଛନ୍ତି ଆମ ମାଇଣ୍ଡ ସହ ଆମ ର ସମସ୍ତ ଅଙ୍ଗ ଜଡ଼ିତ ଅଟେ ଆମ ମୁଣ୍ଡ ଯାହା କହେ ଆମ ଶରୀର ତାହା କାମ କରେ । ଯଦି ଆମ ମାଇଣ୍ଡ କୁ କଣ୍ଟ୍ରୋଲ କରିବାରେ ଅଛି ସର୍ବ ପ୍ରଥମେ ଆମ ଶରୀର କୁ ନିୟନ୍ତ୍ରଣ ରେ ରଖିବାକୁ ପଡିବ । ଆପଣ ଭାବୁଥିବେ ଆମ ମାଇଣ୍ଡ କୁ ଖରାପ୍ ଚିନ୍ତା କାହିଁକି ଆସେ ।  କାରଣ ଆପଣ ଜାଣି ନଥିବେ ଆମ ମାଇଣ୍ଡ ରେ ଗୋଟେ କଥା ଅଛି ଇରିଟେସନ ଅର୍ଥାତ୍ ଯେତେବେଳେ ଆମେ କିଛି ଖରାପ୍ କାମ କି ଖରାପ୍ ଜିନିଷ ଅବା ଖରାପ୍ ଭିଡିଓ ଦେଖୁଛନ୍ତି ସେଟା ଆମ ମୁଣ୍ଡ ଭିତରକୁ ଜଲ୍ଦୀ ଚାଲିଯାଏ । କାରଣ ଆମ ଆଖି ସହ ମାଇଣ୍ଡ ର ନିବିଡ଼ ସମ୍ପର୍କ ଯାହା ଦେଖେ ସାଙ୍ଗେ ସାଙ୍ଗେ ମାଇଣ୍ଡ କୁ ନେଇ ଯାଏ ।କିନ୍ତୁ ଆମେ ଯାହା ସୁନୁ ତାହା ଏତେ ଶୀଘ୍ର ମାଇଣ୍ଡ କୁ ଯାଇ ନଥାଏ ।

 

ଯେତେବେଳେ ଆମେ କିଛି ଖରାପ୍ ଭିଡିଓ ଅବା ଖରାପ୍ ଜିନିଷ ଦେଖୁଛନ୍ତି ତା ଦ୍ଵାରା ଅନ ମାଇଣ୍ଡ ର D2 ରେଶେକ୍ଟର ଓପରେ ପ୍ରଭାବ ପକେଇ ଥାଏ ଯାହା ଆମ ବ୍ରେନ୍ ର ଗୋଟେ ଅଂଶ ଯାହା ଆମ ଶରୀର କୁ ପୁରା କଣ୍ଟ୍ରୋଲ କରେ । କିନ୍ତୁ ଜଉ କାମ କରିବା ଦ୍ୱାରା ଖୁସି ଅନୁଭବ ଏବଂ ସନୁଷ୍ଟ ହେଉଥାଉ ତାହା କରିବା ପାଇଁ ଆମ ମାଇଣ୍ଡ ର D2 ରେଶେକ୍ଟର ବାର ବାର ବାଧ୍ୟ କରି ଥାଏ । 

 

ଖରାପ୍ କାମ ନକରିବା ପାଇଁ ମାଇଣ୍ଡ କଣ୍ଟ୍ରୋଲ କେମିତି କରିବା

ମାଇଣ୍ଡ କଣ୍ଟ୍ରୋଲ ର ପ୍ରଥମ ଉପାୟ ହେଲା ମେଡିଟେସନ । ମେଡିଟେସନ୍ ଏମିତି ଏକ ଉସ ଯାହା ଆମ ମାଇଣ୍ଡ କୁ ଥଣ୍ଡା ରଖି ଥାଏ । ଏହି ମେଡିତେସନ ଶକ୍ତି ଜାଗ୍ରତ ହେବା ଦ୍ଵାରା ଆମ ଶରୀର ରେ କୁଣ୍ଡଳୀ ଶକ୍ତି ଜାଗ୍ରତ ହେଇ ଥାଏ ଯାହା ଦ୍ଵାରା ଅତି ସହଜ ରେ ଆମ ମାଇଣ୍ଡ କୁ କଣ୍ଟ୍ରୋଲ କରିପାରୁ ।

 

ଆପଣ ଏହି ମେଡିଟେସନ କେମିତି କରିବେ । ଆପଣ ପ୍ରତେକ ଦିନ ଶୋଇଲା ବେଳେ ଏବଂ ସକାଳେ ଉଠିବ ପରେ ମେଡିଟେସନ କରିପାରିବେ । ଏହା କରିବାକୁ ହେଲେ ପ୍ରଥମେ ଯେ କୌଣସି ଯୋଗ ମୁଦ୍ରା ରେ ବସି ଓଁ ଜପ କରନ୍ତୁ ଏବଂ ତ ପରେ ତମେ ତମର ଧାର ଏବଂ ଆୟ ଉପରେ ଧ୍ୟାନ ଦିଅନ୍ତି ତା ପରେ ଦେଖିବେ ଆସ୍ତେ ଆସ୍ତେ ଆପଣଙ୍କ ମାଇଣ୍ଡ ଶାନ୍ତ ହେଇ ଯିବା । ଏହା କରିବା ପାଇଁ ଆମକୁ ପ୍ରଥମେ କଷ୍ଟ ହେବା ଏହା ରେଗୁଲାର କରିବା ଦ୍ୱାରା ଏହା ଆମକୁ ଭଲ ବେନିଫିଟ୍ ଦବ ଆମ ମାଇଣ୍ଡ ଏବଂ ଶରୀର ପୁରା କଣ୍ଟ୍ରୋଲ ରେ ରହିବା 

 

ମାଇଣ୍ଡ କଣ୍ଟ୍ରୋଲ କରିବାରେ ଦ୍ଵିତୀୟ ଉପାୟ 

ମାଇଣ୍ଡ କଣ୍ଟ୍ରୋଲ କରିବା କୁ ହେଲେ ସବୁବେଳେ ସାଖଳ ସମୟରେ ବେୟାମ କରିବାକୁ ପଡ଼ିବ ଯାହା ଦ୍ଵାରା ଆମ ଶରୀର ଫିଟ୍ ରହବ ସହ ସବୁ ଭଲ କାମ କରିବାକୁ ମନ କହିବା ।ଏବଂ ଦିନ ସାରା ପୁରା ଫ୍ରେସ୍ ଫ୍ରେସ୍ ଲାଗିବ । କୁହା ଯାଉଚି ଗୋଟେ ସୁସ୍ଥ ଶରୀର ଗୋଟେ ସୁସ୍ଥ ମନ କୁ ଜନ୍ମ ଦେଇଥାଏ ତେବେ ପ୍ରତିଦିନ ବେୟାମ୍ କରନ୍ତୁ ।

 

ମାଇଣ୍ଡ କଣ୍ଟ୍ରୋଲ ର ତୃତୀୟ ଉପାୟ

ସବୁବେଳେ ହାଲ୍କା ଖାଦ୍ୟ ଖାଆନ୍ତୁ ଏବଂ ସବୁଜ ପନିପରିବା ଖାଆନ୍ତୁ ଯାହା ଦ୍ଵାରା ଶରୀର ହେଲ୍ଡି ରହିବ ଏବଂ ଫୁର୍ତି ଲାଗିବ । ଏହି ଖାଦ୍ୟ ଦ୍ଵାରା ଆମ ମାଇଣ୍ଡ କୁ କଣ୍ଟ୍ରୋଲ କରିବା ର କିଛି ଶକ୍ତି ମିଳି ଥାଏ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *