କାହିଁକି ସୁର ଭାଇ କହିଲେ ଏମିତି କଥା ଦେଖନ୍ତୁ…. ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ୧୦ମ ରେ ଆତ୍ମହତ୍ୟା କରିବା କଥା କହୁଥିବା ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ମୁହଁ ଖୋଲିଲେ ସୁର ରାଉତରାୟ ।ତେବେ ସେ କଣ କହିଛନ୍ତି ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୀର୍ଘ ଦୁଇ ବର୍ଷ ଧରି ସମସ୍ତ ସ୍କୁଲ,କଲେଜ୍ ଓ ମହାବିଦ୍ୟାଳୟ ଆଦି ବନ୍ଦ ରଖିଛନ୍ତି।ଯାହା ପାଇଁ ପିଲା ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇ ପାରିବା ସହିତ ଉତ୍ତମ ଭବିଷ୍ୟତ ଗଢି ତୋଳି ପାରିବେ ଏହି ସବୁ ପରେ ଭି ସରକାର ଯେମିତି ପିଲା ମାନଙ୍କର ପାଠ ପଢା ରେ କୌଣସି ବ୍ୟାଘାତ ନ ଘଟେ ସେଥି ପ୍ରତି ଧ୍ୟାନ ଦେଇ ଅନଲାଇନ ପାଠ ପଢା ର ବ୍ୟବସ୍ଥା କରିଥିଲେ ତା ସହିତ ଅନଲାଇନ ପରୀକ୍ଷା ର ମଧ୍ୟ ଏଥି ପାଇଁ ପିଲା ମାନଙ୍କ ଘର ଲୋକେ ସନ୍ତୁଷ୍ଟ ଥିଲେ ।

 

ତା ପରେ ପିଲା ମାନଙ୍କ ପରୀକ୍ଷା ସମୟ ମଧ୍ୟ ଆସିଲା ସେହି ସମୟରେ ମଧ୍ୟ କରୋନା ର ପରିମାଣ ବଢ଼ିଗଲା ଓ ପିଲା ମାନେ ଗୋଟିଏ ସ୍ଥାନ ରେ ଏକଜୁଟ ହୋଇ ପରୀକ୍ଷା ଦେବ ସମ୍ଭବ ପର ନଥିବାରୁ ୧୦ମ  ଶ୍ରେଣୀ ରେ ଥିବା ପିଲା ମାନଙ୍କର ପ୍ରି ଟେଷ୍ଟ ଓ ୯ମ ନମ୍ୱର୍ ଦେଖି ସରକାର ମାର୍କ ଦେବା ନେଇ ଘୋଷଣା କରିଥିଲେ ଯାହା କୁ ମଧ୍ୟ ସମସ୍ତ ଅଭିଭାବକ ଗ୍ରହଣ କରିଥିଲେ।ହେଲେ ଏବେ ବହୁତ୍ ପିଲା ମାନେ ମ୍ୟାଟ୍ରିକ ପରୀକ୍ଷା ର ଫଳ ପ୍ରକାଶ ପାଇବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ଓ ସ୍ୱର ମଧ୍ୟ ଉତ୍ତଲନ କରୁଛନ୍ତି ।ମିଡିଆରେ ଆଗରେ ଧାରଣା ଦେଉଛନ୍ତି।କିଛି ପିଲା ମଧ୍ୟ ରେଜଲ୍ଟ ପାଇ ଖୁସି ମଧ୍ୟ ହେଉଛନ୍ତି ଅଭିଭାବକ ମଧ୍ୟ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି।

 

କିନ୍ତୁ ଏବେ ଏବେ ବହୁତ୍ ଅଭିଭାବକ ଙ୍କ ସହିତ ପିଲା ମାନେ ଭି ସ୍ୱର ଉତ୍ତୋଳନ କରୁଛନ୍ତି ଏବେ ଏବେ ମଧ୍ୟ ବହୁତ୍ ପିଲା ଧାରଣ ରେ ବସିଛନ୍ତି କି ଆମର ଅଧିକ ମାର୍କ ଦରକାର ।ସରକାର ଆମ ମାନଙ୍କ ସହିତ ଅନ୍ୟାୟ କରିଛନ୍ତି ଆମକୁ ନ୍ୟାୟ ଦରକାର।ଏବେ ଅଧିକାଂଶ ସ୍ଥାନ ରେ ଦେଖିବା ପାଇଁ ମିଳୁଛି କି ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ର ଓ ଛାତ୍ରୀ ମାନେ ।ପିଲା ମାନଙ୍କ କହିବା ଅନୁସାରେ ଯେଉଁ ପିଲା ମାନଙ୍କର ପାଠ ରେ ଆଗରୁ ପରୀକ୍ଷା ହେଉଥିଲେ କମ୍ ମାର୍କ ରହୁଥିଲା ଏବେ କିନ୍ତୁ କିଛି ଭଲ ରେଜଲ୍ଟ କରୁଥିବା ପିଲା ମାନଙ୍କର କଣ ମାର୍କ ଆସିଛି ଯାହା ପାଇଁ ବହୁତ୍ ପିଲା ଏବେ ଚିନ୍ତିତ ଅବସ୍ଥା ରେ ଅଛନ୍ତି ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି ଏଥି ସହିତ ପିଲା ମାନେ କହୁଛନ୍ତି ଆମେ ଚାହୁଁଥିବା ଅନୁସାରେ ମାର୍କ ମିଳିନଥିବାରୁ ଆମେ ଭଲ କଲେଜ୍ ରେ ପଢ଼ିପାରିବୁ ନାହିଁ ତେଣୁ କିଛି ଛାତ୍ରୀ ଓ ଛାତ୍ର ମାନେ ଦାବି କରିଛନ୍ତି କି ମୋର ଯଦି ଭଲ ମାର୍କ ନ ମିଳିବ ତେବେ ମୁ ଏହି  ଆତ୍ମହତ୍ୟା କରିବି ।ଏହି ଭଳି କିଛି ପିଲା ମଧ୍ୟ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଛନ୍ତି ତାଙ୍କ ପାଇଁ ମୁହଁ ଖୋଲିଛନ୍ତି କଂଗ୍ରେସ ଜଟଣୀ ବିଷୟକ ସୁର ରାଉତରାୟ ।କହିଛନ୍ତି ଆମେ ଭାରତ ବାସି ଆତ୍ମହତ୍ୟା କଥା ଭାବିବା ଅନୁଚିତ୍ ତେଣୁ ପିଲା ମାନେ ମନ ରୁ ସେହି ସବୁ ଚିନ୍ତା ପରିବର୍ତ୍ତନ କର ତା ପରେ ଆମେ ଦେଖିବୁ କେଉଁ ପିଲା ର କଣ ପାଇଁ ମାର୍କ କମିଛି ଓ କଣ କରାଯାଇ ପାରିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *