କିଏ କେତେ ବି ଉଦ୍ଧାର ମାଗି ମାଗି ମରିଯାଉ ଏହି ଜିନିଷ କୁ କେବେ କାହା କୁ ଦିଅନ୍ତୁ  ନାହିଁ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ କେତେ ବି ଉଦ୍ଧାର ମାଗି ମାଗି ମରିଯାଉ ଏହି ଜିନିଷ କୁ କେବେ କାହା କୁ ଦିଅନ୍ତୁ  ନାହିଁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ମହିଳା ମାନେ ଘର ର ଲକ୍ଷ୍ମୀ ହୋଇଥାନ୍ତି । ତଥା ନିଜ ସ୍ୱାମୀ ର ଅର୍ଧାଙ୍ଗିନୀ ହୋଇଥାନ୍ତି । ତେବେ ଯଦି ବିବାହିତ ମହିଳା ତାଙ୍କର ଏହି ସବୁ  ଜିନିଷ ଅନ୍ୟ କାହା ସହ ସେୟାର କରନ୍ତି ତେବେ ସ୍ୱାମୀ ଙ୍କ ଭଲ ପାଇବାରୁ ମଧ୍ୟ ଅଧା ସେୟାର ସଙ୍ଗେ ସମାନ ହୋଇଥାଏ । ସେଥିପାଇଁ ତ ଏହି ସବୁ ଜିନିଷ କେବେ ହେଲେ ବି ଆପଣ ଅନ୍ୟ କୌଣସି ମହିଳା ସହ ସେୟାର କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।ତେବେ ପ୍ରଥମ ହେଉଛି ସିନ୍ଦୁର । 

 

ତେବେ ନାରୀ କେବେହେଲେ ନିଜର ସିନ୍ଦୁର ଅନ୍ୟ ନାରୀ କି ମହିଳା କୁ ଦେବା କଥା ନୁହେଁ । ଯଦି ଏଭଳି ଭୁଲ କରନ୍ତି ତେବେ ଆପଣଙ୍କ ସ୍ୱାମୀ ଅନ୍ୟ ଝିଅ ସହ ସମ୍ପର୍କ ରଖିବା ସହ ଦାମ୍ପତ୍ୟ ଜୀବନ ରେ କଳହ ସୃଷ୍ଟି ହୋଇଥାଏ । ତେବେ ଦ୍ୱିତୀୟ ରେ କେବେହେଲ ଆପଣ ଆପଣଙ୍କର ପିନ୍ଧିଥିବା ଶଙ୍ଖା କିମ୍ବା ଚୁଡି କୁ କାହାକୁ ଦିଅନ୍ତୁ ନାହିଁ । ଯଦି ଏଭଳି ଭୁଲ କରନ୍ତି ତେବେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *