କିଏ ପ୍ରଥମେ ପ୍ରେମ ରେ ପଡ଼ିଥିଲେ, ଗତ ବର୍ଷ ହୋଇଥିଲା ବାହାଘର ? ଓଡିଶା ମାଟି ରେ ପାଦ ଦେବା ପରେ ଦେଲେ ୩ ଟି ଚାଞ୍ଚଲ୍ୟ କର ବୟାନ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା ଓଡ଼ିଶାରେ ପାଦ ଦେଲା ପରେ ସେ ବାହାଘର କୁ ନେଇ ଦେଇଥିବା ମନ୍ତବ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ପରସ୍ପର କୁ ରାଜସ୍ଥାନ ରେ ବିବାହ ସାରି ଗତ କାଲି ଆସି ଭୁବନେଶ୍ୱର ରେ ପହଞ୍ଚି ଛନ୍ତି । ଏବଂ ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କ ବାହାଘର ବିଷୟରେ କହିଛନ୍ତି । ତେବେ ସଭ୍ୟ ପ୍ରଥମେ କହିଛନ୍ତି “ତାଙ୍କୁ ସହ ସହ ଓଡିଶା ର ଦର୍ଶକ ମାନେ ଦେଇଥିବା ଭଲ ପାଇବା ଏବଂ ତାଙ୍କ ସୁଖୀ ଜୀବନ ର କାମନା କରିଥିବା ସମସ୍ତ ଓଡିଶା ବାସୀ ଙ୍କୁ କୋଟି କୋଟି ପ୍ରଣାମ ” । 

ତେବେ ଦୁତୀୟ ରେ କହିଛନ୍ତି”ତାଙ୍କ ବାହାଘର ଆର ବର୍ଷ ମାର୍ଚ୍ଚ ୨୦ ରେ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହା ସମ୍ଭବ ହୋଇ ପାରି ନଥିଲା । ସେଥିପାଇଁ ସେ ଏହାକୁ ଲୁଚାଇ ରଖିବା ସହ ଏକ ବର୍ଷ ପରେ ଫ୍ୟାନ ମାନଙ୍କ ଠାରୁ ଦୂରରେ ସମ୍ପୂର୍ଣ୍ଣ କରୋନା ଗାଇଡ଼ ଲାଇନ କୁ ପାଳନ କରି ବାହାଘର କରିଛନ୍ତି ।” ତେବେ ତୃତୀୟ ରେ ଅର୍ଚ୍ଚିତା କହିଛନ୍ତି” ପ୍ରଥମେ ଅର୍ଚ୍ଚିତା ତାଙ୍କୁ ମ୍ୟାରେଜ ପାଇଁ ପ୍ରପୋଜାଲ ଦେଇଥିଲେ ଯାହାକୁ ସଭ୍ୟ ବୋହୁ ସମୟ ନେଲା ପରେ ଆର ବର୍ଷ ହଁ କରିଥିଲେ “।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *