ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବର କନ୍ୟା ବାହାଘର ପୁର୍ବରୁ ଏକ ବିଛଣା ରେ ସାଙ୍ଗ ହୋଇ ସୋଇଥିଲେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ଏକ କଥା ସୋସିଆଲ ମିଡ଼ିଆ ରେ ବହୁ ଚର୍ଚ୍ଚା ସାଉଁଟିଛି । ଯେଉଁଥିରେ ବାହାଘର ପୁର୍ବରୁ ବର କନିଆଁ ଏକ ବିଛଣା ର୍ସମସ୍ତଙ୍କ ଆଗରେ ଶୋଇବାର ଘଟଣା । ତେବେ ଏହି ଚକିତ କଲା ଭଳି ଘଟଣା ଘଟିଛି । ମଣିପୁର ରେ ତେବେ ଏହି ଘଟଣା ଅନୁସାରେ ବର ଜଣେ ଡକ୍ଟର ଅଟନ୍ତି । ତେବେ ସେ ନିଜ ବହାଘର କୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କର ଏକ ସ୍ୱପ୍ନ ଥିଲା ।
ତେବେ ସେ ସେଥିପାଇଁ ଝିଅ କୁ ଯେତେବେଳେ ଦେଖିବାକୁ ଯାଇଥିଲେ ତେବେ ଝିଅ ଘର ଲୋକ ତାଙ୍କୁ ଯୌତୁକ ରେ କଣ ଦେବେ ବୋଲି ପଚାରିବାରୁ ସେ ତାଙ୍କୁ କହିଥିଲେ କି ମୋ ବହାଘର ରେ ଯେତିକି ଲୋକ ଆସିବେ ଏବଂ ଆପଣଙ୍କ ର ସମସ୍ତ ବନ୍ଧୁ ବାନ୍ଧବ ମାନେ ରକ୍ତଦାନ କରିବେ । ତେବେ ଝିଅ ଘର ଲୋକ ରାଜି ହେବା ସହ ବାହାଘର ଦିନ ଉଭୟ ବର ଏବଂ କନ୍ୟା ବାହାଘର ପୁର୍ବରୁ ସାଙ୍ଗ ହୋଇ ଏକ ବିଛଣା ରେ ରକ୍ତଦାନ କରିଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।