ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆଜିର କୁମ୍ଭ ସଂକ୍ରାନ୍ତି ପରଠାରୁ ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ଏହି କୁମ୍ଭସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଙ୍କ ଚଳନ ମକର ରାଶିରୁ ଅନ୍ୟ କୁମ୍ଭ ରାଶି କୁ ହେବାକୁ ଯାଉଛି ଯାହା ର ପ୍ରଭାବ ୫ ଟି ରାଶି ଉପରେ ପଡ଼ିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୫ ଟି ରାଶି ସମ୍ପର୍କରେ ।
ମେଷ-ପ୍ରଥମ ରାଶି ଟି ହେଉଛି ମେଷ ରାଶି । ହଁ ଆଜ୍ଞା ମେଷ ରାଶି ର ବ୍ୟକ୍ତି ବିଶେଷ ର ଲୋକ ମାନଙ୍କ ଖୋଲିଯିବ ଭାଗ୍ୟ । ସେମାନେ ହେବେ କୋଟିପତି । ନହେଉଥିଲା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାହାଘର ହେବାର ସମ୍ଭାବନା ଅଧିକ ରହିବା ସହ ।ଋଣ ମୁକ୍ତ ହେବେ । ଶତ୍ରୁ ନାସ ହେବେ ।
ମିଥୁନ- ହଁ ଦୂତୀୟ ରାଶି ଟି ହଉଚି ମିଥୁନ ରାଶି । ଯାହାର ଭାଗ୍ୟ ସହ ସମୟ ର ସମ୍ପୂର୍ଣ ପରିବର୍ତନ ହେବ । ଅଭାବ ଅନାଟନ ରେ ରହୁଥିବା ଲୋକ ରାଜକୀୟ ସୁଖ ଲାଭ କରିବେ । ଦୁଃଖ ଦୂର ହବ ।ସନ୍ତାନ ସନ୍ତକି ମାନଙ୍କ ଠାରୁ ଖୁସି ମିଳିବ ।ଘର ପରିବାର ସବୁ ଖୁସି ରେ ରହିବେ ।
ତୁଳା-ବିଶେଷ କରି ଏହା ତୁଲା ରାଶି ର ଭାଗ୍ୟ ସହ ସମ୍ପୂର୍ଣ ପରିବର୍ତନ କରିଦେବ । ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ନ ହଉଥିବା କାମ ହେବ । ଆଶା କରୁନଥିବା ସ୍ଥାନରୁ ସଫଳତା ପାଇବେ ।
ମକର- ହଁ ଆଜ୍ଞା ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଭାଗ୍ୟ ସମ୍ପୂର୍ଣ ପରିଵର୍ତନ ହେବ ।ଏହି ରାଶି ର ବ୍ୟକ୍ତି ମାନକଙ୍କ ର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ହବ । ତମ ଉପରେ ହଉଥିବା ସମସ୍ତ ଦୁଃଖ ବର୍ତମାନ ସୁଖ ରେ ପରିବର୍ତନ ହୋଇଯିବ ।
ମୀନ- ଏହି ରାଶିର ଭାଗ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ଏମାନେ ସତେ ଯେପରି ମାଟି ଧରିଲେ ସୁନା ହେବା ପରି କଥା ହେବାକୁ ଯାଉଛି । ଯାହାବି କାମ କରନ୍ତି ସବୁ କାର୍ଯ୍ୟ ରେ ସଫଳତା ପାଇବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।