କୃଷକ ଙ୍କୁ ନେଇ ପିଲାଟା ଯାହା କହିଲା ଶୁଣିଲେ ଆଖିରୁ ଲୁହ ଝରି ଆସିବ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ପିଲା କୃଷକ ଙ୍କୁ ନେଇ  କହିଛି ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଓଡ଼ିଆ ବାଳକ ର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ ରେ ବାଳକ ଟି କୃଷକ ଙ୍କ ବିଷୟରେ କହିଛି । ତେବେ ବାଳକ ଟି କହିଛି କି ମଣିଷ ବଞ୍ଚିବା ପାଇଁ ୩ ଟି ମୁଖ୍ୟ ଜିନିଷ ଆବଶ୍ୟକ ତାହା ହେଲା ଖାଦ୍ୟ, ପୋଷାକ ଏବଂ ବାସସ୍ଥାନ । ତେବେ ଏହି ୩ ତୋ ମୁଖ୍ୟ ଜିନିଷ ମାଧ୍ୟରୁ ଖାଦ୍ୟ ସବୁଠାରୁ ଆବଶ୍ୟକ । ତେବେ ଖାଦ୍ୟ ପାଇଁ ଆମ୍ଭେ କୃଷକ ଉପରେ କିମ୍ବା ନିଜେ ଚାଷ କରି ଖାଇଥାଉ । 

 

ତେବେ ଏ ଦୁନିଆରେ ସମସ୍ତ ମଣିଷ । ତେବେ ସେ ଯେକୌଣସି ପୋଷ୍ଟ ରେ ଥାଉ ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥାଉ ଖାଦ୍ୟ ଖାଇବା ପାଇଁ କୃଷକ ଉପରେ ନିର୍ଭର କରିଥାନ୍ତି । ତେବେ ଏ ଦେଶରେ କାହିଁକି କୃଷକ ମାନଙ୍କୁ ସ୍ନମାନ ସହ ବଞ୍ଚିବାକୁ ଦିଆ ଯାଉ ନାହିଁ । ଏବଂ କାହିଁକି ସରକାର କୃଷକ ମାନଙ୍କ ଦୁଃଖ ବୁଝୁ ନାହାନ୍ତି । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବା ସହ ଏ ମଣିଷ ସମାଜ କୁ ଏକ ବାର୍ତ୍ତା ପ୍ରେରଣ କରୁଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *