କେଉଁ ରାଶିର ବ୍ୟକ୍ତି ମାନଙ୍କ ପାଇଁ କେଉଁ ଦିନ ଶୁଭ ଜାଣନ୍ତୁ । ଆପଣ ଦିନେ ଆପଣ ଯେଉଁ କାମ କରିବେ ନିସ୍ଚୟ ସଫଳ ହେବେ ।

କେଉଁ ରାଶିର ବ୍ୟକ୍ତି ମାନଙ୍କ ପାଇଁ କେଉଁ ଦିନ ଶୁଭ ଜାଣନ୍ତୁ । ଆପଣ ନିସ୍ଚୟ ସେହି ଦିନେ ଆପଣ ଯେଉଁ କାମ କରିବେ ନିସ୍ଚୟ ସଫଳ ହେବେ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ । ଯଦି ଆପଣଙ୍କ ଏହି ସବୁ ରାଶି ତେବେ ଆପଣ ଏହି ଦିନ ସବୁ ଯେକୌଣସି ବି କାର୍ଯ୍ୟ କଲେ ଆପଣ ନିସ୍ଚୟ ସଫଳତା ପାଇବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆମ୍ଭ ସନାତନ ଧର୍ମ ରେ ବିଶେଷ କରି ରାଶି ନକ୍ଷତ୍ର ଜାତକ ଆଦି ସବୁ ଥାଏ । ତେବେ ଏହା କେବଳ ଆମ୍ଭ ଧର୍ମ ରେ ବା ହିନ୍ଦୁ ଧର୍ମ ରେ ହିଁ ହୋଇଥାଏ । ଅନ୍ୟ କୌଣସି ଧର୍ମ ରେ ଏହାକୁ ମନାଯାଇ ନଥାଏ । ସେଥିପାଇଁ ଆମ୍ଭ ମାନଙ୍କ ର ଥିବା ସମସ୍ତ ରାଶି କିଛି ନା କିଛି ଭଗବାନ ଙ୍କ ର କିଛି ଦିନ କୁ ବୁଝାଇଥାଏ । ଯେଉଁଥିରେ ସେମାନେ ସବୁଠାରୁ ଅଧିକ ସଫଳତା ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

 

ମେଷ- ଏହି ରାଶିର ବ୍ୟକ୍ତି ମାନଙ୍କ ବିଶେଷ ଭାବେ ମଙ୍ଗଳବାର ଦିନ ସବୁଠାରୁ ଅଧିକ ଭଲ ହୋଇଥାଏ  । କାରଣ ସେମାନଙ୍କ ର ମହାବୀର ବଜରଙ୍ଗ ବଲି ଙ୍କ ଆଶ୍ରିବାଦ ସବୁଠାରୁ ଅଧିକ ରହିଥାଏ ।

 

ବୃଷ-  ଏହି ରାଶିର ବ୍ୟକ୍ତି ମାନଙ୍କ ରବିବାର ସବୁଠାରୁ ଅତ୍ୟଧିକ ଶୁଭ ହେବା ସହ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣ ସଫଳତା ପାଇବେ ।

 

ମିଥୁନ-  ଏହି ରାଶିର ବ୍ୟକ୍ତି ମାନଙ୍କ ଗୁରୁବାର ସବୁଠାରୁ ଅତ୍ୟଧିକ ଶୁଭ ଦିନ ରହିଥାଏ ।

 

କର୍କଟ-  ଏହି ରାଶିର ବ୍ୟକ୍ତି ମାନଙ୍କ ସୋମବାର ଦିନ ସବୁଠାରୁ ଅଧିକ ଶୁଭ ଦିନ ରହିଥାଏ । କାରଣ ଏହି ରାଶି ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ରାଶି ଅଟେ ।

 

ସିଂହ-  ଏହି ରାଶିର ବ୍ୟକ୍ତି ମାନଙ୍କ ଶୁକ୍ରବାର ଦିନ ସବୁଠାରୁ ଭଲ ଦିନ ଅଟେ ।

 

କନ୍ୟା-  ଏହି ରାଶିର ବ୍ୟକ୍ତି ମାନଙ୍କ  ଭାଗ୍ୟ ବିଶେଷ କରି ରବିବାର ରୁ ଆରମ୍ଭ ହୋଇଥାଏ । ସେଥିପାଇଁ ଏମାନଙ୍କ ର ରବିବାର ଦିନ ସ୍ସବୁଠାରୁ ଭଲ ଦିନ ବୋଲି ।

 

ତୁଳା-  ଏହି ରାଶିର ବ୍ୟକ୍ତି ମାନଙ୍କ ର ମଙ୍ଗଳ ବାର ଦିନ ସବୁଠାରୁ ଭଲ ଦିନ । ଏହି ଦିନ ସେ ଯେକୌଣସି ବି କାର୍ଯ୍ୟ କଲେ ସଫଳତା ହାସଲ କରିବେ ।

 

କୁମ୍ଭ-  ଏହି ରାଶିର ବ୍ୟକ୍ତି ମାନଙ୍କ ର ରବିବାର ଆଉ ବୁଧବାର ସବୁଠାରୁ ଭଲ ଦିନ ଅଟେ ।

 

ଧନୁ-  ଏହି ରାଶିର ବ୍ୟକ୍ତି ମାନଙ୍କ ର ଗୁରୁବାର ଦିନ ସବୁଠାରୁ ଭଲ ଦିନ ବୋଲି ମନେ କରାଯାଏ ।  ଯେଉଁଥିରେ ଏମାନେ ସବୁଠାରୁ ଅଧିକ ଫଳ ପ୍ରଦ ହୋଇଥାନ୍ତି ।

 

ମକର-  ଏହି ରାଶିର ବ୍ୟକ୍ତି ମାନଙ୍କ ସୋମବାର,ମଙ୍ଗଳବାର ଏବଂ ଶନିବାର ସବୁଠାରୁ ଭଲ ଦିନ ବୋଲି ମନେ କରାଯାଏ । ଯେଉଁଥିରେ ଏମାନେ ଏହି ରାଶିର ଇଷ୍ଟ ଦେବତା ଶନି ଙ୍କୁ ସନ୍ତୁଷ୍ଟି ରଖିଥାଏ ।

 

ବିଛା-  ଏହି ରାଶିର ବ୍ୟକ୍ତି ମାନଙ୍କ ର ବିଶେଷ ଭାବେ ସୋମବାର ଦିନ ସବୁଠାରୁ ଅଧିକ ଶୁଭ ଦିନ ରହିଥାଏ । କାରଣ ଏହି ରାଶି ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ରାଶି ଅଟେ ।

 

ମୀନ-  ଏହି ରାଶିର ବ୍ୟକ୍ତି ମାନଙ୍କ ସୋମବାର ଦିନ ସବୁଠାରୁ ଅଧିକ ଶୁଭ ଦିନ ରହିଥାଏ । କାରଣ ଏହି ରାଶି ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ ଙ୍କ ଅତିପ୍ରିୟ ରାଶି ଅଟେ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *