କେନ୍ଦ୍ର ସରକାର ଆଣିଲେ ୩ ନୂଆ ଯୋଜନା । ଯାଣନ୍ତୁ କେମିତି ଉଠାଇବେ ଏହାର ଲାଭ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ଏବଂ ଜନ ହିତ ପାଇଁ ବହୁତ୍ ଗୋଡ଼ାଇ ଯୋଜନା କଡ଼ିଚନ୍ତି । ଏବେ ଏବେ ୩ ଟି ନୂଆ ଯୁଜନ ନେଇ ଆସିଛନ୍ତି ଯାହା ଆପଣ ଜାଣିଲେ ବହୁତ୍ ଖୁସି ହେଇଯେବେ । ଆସନ୍ତୁ ଜାଣିବା ସେ ସବୁ ଯୋଜନା ବାବଦରେ ।

 

୧-ପ୍ରଧାମନ୍ତ୍ରୀ ସୁରକ୍ଷା ବିମା ଯୋଜନ

ପ୍ରଧାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ବାର୍ଷିକ ପ୍ରିମିୟମ ୧୨ ଟଙ୍କା ଏହା ଆପଣଙ୍କ କୁ ପ୍ରତ୍ତେକ୍ ମାସ ୧ ଟଙ୍କା ଲେଖା ପଡିବ । ଏହି ବୀମା ରେ ଯଦି ଅକ୍ସିଦେନ୍ତ୍ କଭର ଏବଂ ଡିଯାବିଲିତ୍ କଭର ଆପଣଙ୍କୁ ୨ ଲକ୍ଷ ଏବଂ ଆଂଶିକ ଦିଯାବିଲିଟ୍ ପାଇଁ ଆପଣଙ୍କୁ ୧ ଲକ୍ଷ ମିଳିବ ଏହା ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ କଭର ନେଇ ପାରିବେ ।

 

୨- ପ୍ରଧାମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ।

ଜୀବନ ଜ୍ୟୋତି ବୀମା ଯୋଜନା ୩୩୦ ଟଙ୍କା ବର୍ଷ କୁ ଖର୍ଚ୍ଚ କରିବାକୁ ପଡ଼ିବ । ଯାହା ଆପଣକୁ ୨ ଲକ୍ଷ ଟଙ୍କା ର ଲାଇଫ ଇଁସୁରନ୍ସ କଭର ମିଳିବ ।ଏହି ଯୋଜନା ରେ ଆପଣ କୁ ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ କଭର ଦେବା । ଏହି ଯୋଜନାରେ ଆପଣ ଙ୍କ ର ଯେ କୌଣସି ମୃତ ଏବଂ ଅକ୍ଷମତା ରେ ଆପଣକୁ ଇଁସୁରାନ୍ସ କବର୍ ମିଳିବ ।

 

୩-ଅଟଳ ପେନସନ ଯୋଜନା ।

ଅଟଳ ପେନସନ ଯୋଜନା ରେ ଆପଣ ନିଜର ବୃଦ୍ଧା ଅବସ୍ଥା କୁ ସୁରକ୍ଷିତ କରିପାରିବେ । ଏହି ଅଟଳ ପେନସନ ଯୋଜନା ରେ ଆପଣ ମାସକୁ ମାତ୍ରା ୪୨ ଟଙ୍କା ପ୍ରିମିୟମ ଭରିପାରିବେ। ଏହି ଯୋଜନା ରେ ଆପଣ କୁ ୨ ଟି ଫାଇଦା ଯାହା ଆପଣ ବୃଦ୍ଧା ଅବସ୍ଥା ରେ ୧୦୦୦ ରୁ ଆରମ୍ଭ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ଏଥିରେ ଟେକ୍ସ୍ ବେନିଫିତ୍ ମଧ୍ୟ ମିଳି ପାରିବ । ଏହି ଯୋଜନା ରେ ୪୦ ବର୍ଷ ପର୍ଯ୍ୟନ୍ତ ନେଇ ପାରିବେ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *