ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ଏବଂ ଜନ ହିତ ପାଇଁ ବହୁତ୍ ଗୋଡ଼ାଇ ଯୋଜନା କଡ଼ିଚନ୍ତି । ଏବେ ଏବେ ୩ ଟି ନୂଆ ଯୁଜନ ନେଇ ଆସିଛନ୍ତି ଯାହା ଆପଣ ଜାଣିଲେ ବହୁତ୍ ଖୁସି ହେଇଯେବେ । ଆସନ୍ତୁ ଜାଣିବା ସେ ସବୁ ଯୋଜନା ବାବଦରେ ।
୧-ପ୍ରଧାମନ୍ତ୍ରୀ ସୁରକ୍ଷା ବିମା ଯୋଜନ
ପ୍ରଧାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ବାର୍ଷିକ ପ୍ରିମିୟମ ୧୨ ଟଙ୍କା ଏହା ଆପଣଙ୍କ କୁ ପ୍ରତ୍ତେକ୍ ମାସ ୧ ଟଙ୍କା ଲେଖା ପଡିବ । ଏହି ବୀମା ରେ ଯଦି ଅକ୍ସିଦେନ୍ତ୍ କଭର ଏବଂ ଡିଯାବିଲିତ୍ କଭର ଆପଣଙ୍କୁ ୨ ଲକ୍ଷ ଏବଂ ଆଂଶିକ ଦିଯାବିଲିଟ୍ ପାଇଁ ଆପଣଙ୍କୁ ୧ ଲକ୍ଷ ମିଳିବ ଏହା ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ କଭର ନେଇ ପାରିବେ ।
୨- ପ୍ରଧାମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ।
ଜୀବନ ଜ୍ୟୋତି ବୀମା ଯୋଜନା ୩୩୦ ଟଙ୍କା ବର୍ଷ କୁ ଖର୍ଚ୍ଚ କରିବାକୁ ପଡ଼ିବ । ଯାହା ଆପଣକୁ ୨ ଲକ୍ଷ ଟଙ୍କା ର ଲାଇଫ ଇଁସୁରନ୍ସ କଭର ମିଳିବ ।ଏହି ଯୋଜନା ରେ ଆପଣ କୁ ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ କଭର ଦେବା । ଏହି ଯୋଜନାରେ ଆପଣ ଙ୍କ ର ଯେ କୌଣସି ମୃତ ଏବଂ ଅକ୍ଷମତା ରେ ଆପଣକୁ ଇଁସୁରାନ୍ସ କବର୍ ମିଳିବ ।
୩-ଅଟଳ ପେନସନ ଯୋଜନା ।
ଅଟଳ ପେନସନ ଯୋଜନା ରେ ଆପଣ ନିଜର ବୃଦ୍ଧା ଅବସ୍ଥା କୁ ସୁରକ୍ଷିତ କରିପାରିବେ । ଏହି ଅଟଳ ପେନସନ ଯୋଜନା ରେ ଆପଣ ମାସକୁ ମାତ୍ରା ୪୨ ଟଙ୍କା ପ୍ରିମିୟମ ଭରିପାରିବେ। ଏହି ଯୋଜନା ରେ ଆପଣ କୁ ୨ ଟି ଫାଇଦା ଯାହା ଆପଣ ବୃଦ୍ଧା ଅବସ୍ଥା ରେ ୧୦୦୦ ରୁ ଆରମ୍ଭ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ଏଥିରେ ଟେକ୍ସ୍ ବେନିଫିତ୍ ମଧ୍ୟ ମିଳି ପାରିବ । ଏହି ଯୋଜନା ରେ ୪୦ ବର୍ଷ ପର୍ଯ୍ୟନ୍ତ ନେଇ ପାରିବେ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।