ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସକାଳୁ ଉଠି କେଉଁ ୫ ଟି କାର୍ଯ୍ୟ ନକରିବା ଉଚିତ ସେ ବିଷୟରେ କହିବାକୁ ଯାଉଛୁ । ଯଦି କରନ୍ତି ତେବେ ଆପଣଙ୍କ ହୋଇପାରେ ଏହି ସବୁ ଅସୁବିଧା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ୍ଭ ଚତୁର ପାର୍ଶ୍ଵ ରେ କିଛି ସକରାତ୍ମକ ଆଉ କିଛି ନକରାତ୍ମକ ଉର୍ଜା ରହିଥାଏ । ତେବେ ଯଦି ସକରାତ୍ମକ ଉର୍ଜା ର ଦର୍ଶନ ସକାଳୁ ହୋଇଥାଏ ତେବେ ଦିନ ଯାକ ଖୁସି ରେ ଅତିବାହିତ ହୋଇଥାଏ । ସେହି ଭଳି ନକରାତ୍ମକ ଉର୍ଜା ର ଦର୍ଶନ ହେଲେ ଦିନଟି ଖରାପ ହୋଇଥାଏ ।
ତେବେ ଆଜି ଆମ୍ଭେ ଆପଣଙ୍କୁ ସେହିଭଳି କିଛି ନକରାତ୍ମକ ଉର୍ଜା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଯାଣିବା ସକାଳୁ ଉଠି ଏହି ଭୁଲ କେବେ କରନ୍ତୁ ନାହିଁ । ତେବେ ପ୍ରଥମ (୧) ଆପଣ ସକାଳୁ ଉଠି କେବେହେଲେ ନିଜର ଛାଇ କୁ ଦେଖନ୍ତୁ ନାହିଁ ।
(୨) ତେବେ ସକାଳୁ ଉଠି କେବେହେଲେ ମୋବାଇଲ ରେ କୌଣସି ଖରାପ ଫୋଟୋ କିମ୍ବା ଖରାପ ଭିଡ଼ିଓ ଦେଖନ୍ତୁ ନାହିଁ ଏହା ଆପଣଙ୍କ ମୁଣ୍ଡରେ ଦିନ ସାରା ରହି ଯାଇଥାଏ ଯାହା ଆପଣଙ୍କ କାର୍ଯ୍ୟ ରେ ଅସଫଳତା ଆଣିଥାଏ । (୩) ତୃତୀୟ ରେ କେବେହେଲେ ସକାଳୁ ଉଠି ନିଜ ମୁହଁ କୁ ଆଇନା ରେ ଦେଖନ୍ତୁ ନାହିଁ ।ଯଦି ଆପଣ ଏହି ସବୁ ଭୁଲ କରନ୍ତି ତେବେ ଆପଣଙ୍କ ଦିନଟି ସମ୍ପୂର୍ଣ୍ଣ ନଷ୍ଟ ଏବଂ ଖରାପ ହୋଇଯିବ ।
(୪)ସକାଳୁ ଉଠି କେବେହେଲେ ବି କୌଣସି ନକରାତ୍ମକ ମଣିଷ କିମ୍ବା ଖରାପ ଜିନିଷ ର ଦର୍ଶନ କରନ୍ତୁ ନାହିଁ ଯାହା ଆପଣଙ୍କ ଜୀବନ କୁ ନଷ୍ଟ କରିଦେବ ।(୫) କେବେବି ସକାଳୁ ଉଠି ଝାଡୁ ,ଘର ପୋଛା କିମ୍ବା କୌଣସି ବିଲେଇ ପାଟି କରୁଥିବାର ଆଦି ଶୁଣିବାକୁ ବି ଚେଷ୍ଟା କରନ୍ତୁ ନାହିଁ । ନେହେଲେ ଦିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।