କେବେ ରାସ୍ତା ରୁ ଟଙ୍କା ପାଇଛନ୍ତି କି ? ଜାଣନ୍ତୁ କିଛି ରୋଚକ ତଥ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାଟ ରୁ ପାଇଥିବା ଟଙ୍କା ଏବଂ ଏହାର ପରିଣାମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ସାଧାରଣତଃ ବାଟ ରୁ ପାଇଥିବା ଟଙ୍କା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ଅନ୍ୟ ଜଣଙ୍କର ଉର୍ଜା ବା ଶକ୍ତି କୁ ତମକୁ ଦେଇଥାଏ । ତେବେ ଏହି ଶକ୍ତି ଆପଣଙ୍କ ଜୀବନରେ ଖୁସି ଭରି ଯାଏ । କାରଣ ଭଗବାନ ସାଧାରଣତଃ ଜଣେ ଲୋକ ର ଗର୍ବ ଅହଂକାର ପାଇଁ ତା ଠାରୁ ଦୂରେଇ ଯିବାକୁ ଚାହାନ୍ତି । ସେଥିପାଇଁ ତା ଠାରୁ ବିଭିନ୍ନ ଉପାୟ ରେ ଦୁରେଇ ଯାଇ ରହିବାକୁ ପସନ୍ଦ କରନ୍ତି । 

 

ଆପଣ ମାନେ ଜାଣିଛନ୍ତି ଟଙ୍କା ର ଦୁରେଇ ଯିବା ମା ଲକ୍ଷ୍ମୀ ଙ୍କ ଦୁରେଇ ଯିବା ସହ ସମାନ । ସେହିଭଳି ମା ଲକ୍ଷ୍ମୀ ତା ଠାରୁ ଚାଲିଆସି ଆପଣଙ୍କ ପାଖକୁ ଆସିଥାନ୍ତି । ଆପଣ ଏହାକୁ ଆପଣଙ୍କ ଭାଗ୍ୟ ଭାବି ଏହାକୁ ଆଣିବା ସହ । ଯଦି ଆପଣ ଅଭାବ ରେ ରହୁଛନ୍ତି ତେବେ ଏହାକୁ ରଖିପାରିବେ  କିମ୍ବା କୌଣସି ଭଗବାନ ଙ୍କ କାର୍ଯ୍ୟ ରେ ଲଗାଇ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *