ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଛୋଟ ଛୁଆ ମାନଙ୍କ ମାନସିକତା ତାକୁ କିପରି ଗଢିବା ଏବଂ ତାଙ୍କର ମାନସିକ ବୌଧୀକ ବିକାଶ ସମ୍ପର୍କ ରେ। ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଏହି କଥା ସାଧାରଣ ଲାଗୁଥିବେ ଏହା ସାଧାରଣ ନୁହ୍ନେ ।
କାରଣ ଏହି କଥା ଗୁଡିକ ଗୋଟେ ପିଲା ର ଭାଗ୍ୟ ନିର୍ଧାରଣ ହୋଇଥାଏ । ପିଲା ଯେତେବେଳେ ଜନ୍ମ ହୁଏ ଏ ଦୁନିଆକୁ ଆସିବା ପରେ ସେ ଦୁନିଆ ର ସେ ପରିବେଶ ରେ ନିଜ କୁ ଅବସ୍ଥାପିତ କରିବା ପାଇଁ ଚେଷ୍ଟା କରେ । ପରିବେଶ ରୁ କିଛି ସିକିବା ପାଇଁ ଚେଷ୍ଟା କରେ । ନୂଆ ଜିନିଷ ଜାଣିବାର ଇଚ୍ଛା ଏବଂ ପରାକାଷ୍ଠା ତାକୁ ନିଜ ବାପ ମା କୁ ପ୍ରଶ୍ନ ପରେ ପ୍ରଶ୍ନ କରିବାକୁ ଲାଗେ ।
ଯଦି ସେହି ସମୟରେ ବାପ ମା ମାନେ ପିଲା ମାନଙ୍କୁ ଅବହେଳିତ କରିବେ ତାହେଲେ ସେମାନେ ବାପ ମା ମାନଙ୍କ ହାତ ରୁ ଖସିବାକୁ ଲାଗନ୍ତି । ତେବେ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି କେବଳ ମା ବାପା ହେଲେ ହବ ନାହିଁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହବ ନଚେତ ଆପଣ ନିଜ ଛୁଆ ସବୁ ଟ୍ୟାଲେନ୍ଟ ବାହାର କରି ପାରିବେ ନାହିଁ ।
ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଛୁଆ ଭଗବାନଙ୍କ ବହୁତ ସୁନ୍ଦର କଳାକୃତି ଅଟନ୍ତି ଛୁଆ କଞ୍ଚା ମାଟି ଅଟନ୍ତି ତାଙ୍କୁ ମା ବାପା ଗଢି ଥାନ୍ତି କିନ୍ତୁ ଆଜିକା ମା ବାପା ନିଜ ଛୁଆକୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଫଳ ସ୍ୱରୂପ ଛୁଆ ନିଜ ଟ୍ୟାଲେନ୍ଟକୁ ଜାଣି ପାରୁ ନାହିଁ ଓ ଏମିତି ଦିଶାରେ ଚାଲୁ ଅଛି ଯାହା ସେ କେବେ ହବାକୁ ଇଛା କରି ନଥିଲା ଓ ନିଜ ଜୀବନରେ ସବୁ ଜାଗାରେ ଅସଫଳ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।